Latest Odisha News

BREAKING NEWS

Browsing Category

Uncategorized

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରେକର୍ଡ ଅପେକ୍ଷାରେ କୋହଲି, ସାମି

କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଇରାନର ନ୍ୟୁକ୍ଲିୟର ବୈଜ୍ଞାନିକଙ୍କୁ ହତ୍ୟା

ତେହରାନ: ଇରାନର ପ୍ରମୁଖ ନ୍ୟୁକ୍ଲିୟର ବୈଜ୍ଞାନିକ ମୋହସୀନ ଫଖରୀଜାଦେହଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟକାଣ୍ଡରେ କିଏ ସାମିଲ ତାହା ସ୍ପଷ୍ଟ ହୋଇ ନାହିଁ । ଦି ଫାଦର ଅଫ ଇରାନିୟନ ବମ୍ବ ଭାବେ ପରିଚିତ ଫଖରୀଜାଦେହ ଇରାନରେ ବେଶ୍ ଲୋକପ୍ରିୟ ଥିଲେ । ଇରାନର କ୍ରାନ୍ତିକାରୀ ଗାର୍ଡ କମାଣ୍ଡର…

ରାଜଧାନୀରେ କମୁଛି ସଂକ୍ରମଣ; ଭୁବନେଶ୍ୱରରେ ୫୩୬କୁ ଖସିଲା ଆକ୍ଟିଭ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଆଉ ୩୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୪ଦିନ ହେବ ରାଜଧାନୀରେ ୫୦ ରୁ କମ୍ ମାମଲା ଚିହ୍ନଟ ହେଉଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କପୋରେସନ୍ ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ୩୪ ଟି କୋଭିଡ ମାମଲା…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ଆଗରେ ହାଇଡ୍ରାମା । ଆମହତ୍ୟା ଉଦ୍ୟମ କଲେ ଦମ୍ପତି । ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କଲା ପୋଲିସ । କିରାସିନ ଓ ଦିଆସିଲ ଜବତ କରାଯାଇଛି । ଦମ୍ପତିଙ୍କ ଘର ନୟାଗଡ ଜିଲ୍ଲାରେ । ବିଧାନସଭା ଚାଲିଥିବା ବେଳେ ବାହାରେ…

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ…

ମାତ୍ର ୩ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ଆଣିଲେ, ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ପ୍ରମୋସନ

ଦିଲ୍ଲୀ: ପୋଲିସର ମହିଳା କର୍ମଚାରୀ ସୀମା ଢାକା ସାଉଥ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟରତ । ସୀମା ମାତ୍ର ତିନି ମାସରେ ୭୬ ଜଣ ହଜି ଯାଇଥିବା ପିଲାଙ୍କୁ ଖୋଜି ବାହାର କରିଛନ୍ତି । ଫଳରେ ସୀମା ଢାକାଙ୍କୁ ମିଳିଛି ପଦୋନ୍ନତି । ଦିଲ୍ଲୀ ପୋଲିସ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୪୬ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପୀ ୫.୪୬ଲକ୍ଷ କରୋନା ମାମଲା ଦେଖାଦେଇଥିବାବେଳେ ଏହି ବିପଜ୍ଜନକ ରୋଗ ହେତୁ ୧୦,୫୦୨ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପରେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ, ଇଂଲଣ୍ଡ, ଭାରତ ଏବଂ ଜର୍ମାନୀରେ ସର୍ବାଧିକ କରୋନା ମାମଲା ରିପୋର୍ଟ ହୋଇଛି।…

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…

ବର୍ତ୍ତିଲା ନାହିଁ ପୋଲିସ: ପାଟ୍ରୋଲିଂ ସମୟରେ ପୋଲିସ୍‌କୁ ମାଡ଼ ଅଭିଯୋଗ

ନିମାପଡା: ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ପାଟ୍ରୋଲିଂ ବେଳେ କିଛି ଯୁବକ ନିମାପଡା ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା। ଏଥିରେ ନିମାପଡା ଥାନାର ଏସାଇ ଏସ୍‌ଆଇ ପ୍ରଦୀପ କୁମାର ଯୁଝାରସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ଖବର ଅନୁଯାୟୀ, ଶନିବାର ରାତି…

ପୁଣି ଜବତ ହେଲା ବେଆଇନ ବାଣ; ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ପୁଣି ଜବତ ହେଲା ବେଆଇନ ବାଣ। ରାଉରକେଲା ବନ୍ଧମୁଣ୍ଡାର ବାଣ ଦୋକାନରେ…