Latest Odisha News

BREAKING NEWS

Browsing Category

Uncategorized

ମଦୁରା ଫାଇନାନ୍ସ କମ୍ପାନୀର ୮ ଲକ୍ଷ ଠକେଇ ଘଟଣା:ଗିରଫ ହେଲେ ମ୍ୟାନେଜର

ବ୍ରହ୍ମପୁର: ବ୍ରହ୍ମପୁର ସହର ଗାନ୍ଧୀନଗର ୪ର୍ଥ ଲେନରେ ଥିବା ମଦୁରା ମାଇକ୍ରୋଫାଇନାନ୍ସ କମ୍ପାନୀରେ ୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏହାର ମ୍ୟାନେଜର ରଶ୍ମୀତା ବେହେରା(୩୫)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହି ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ରହ୍ମପୁର ଶାଖାର କେନ୍ଦ୍ର…

ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ।  ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ । ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ…

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା ।  ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  ।  ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କଲା ପୁଲିସ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତର ପରିଚୟ ମିଳିଛି। ଅଭିଯୁକ୍ତ ଜଣକ ହେଲେ ଶେଖର ମିଶ୍ର(୪୦-୪୫)। ସେ ମୁମ୍ବାଇର ମୀରା ରୋଡ ବାସିନ୍ଦା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଶେଖରକୁ ଧରିବାକୁ ପୁଲିସ ଟିମ୍ ଗଠନ ଗଠନ…

ବୋମା ପକାଇ ଦିଅ ପଛେ ନଷ୍ପତ୍ତି ବଦଳାଇବୁନି-ମହିଳାଙ୍କ ଉଚ୍ଚଶିକ୍ଷାକୁ ନେଇ ଏମିତି କହିଲେ ତାଲିବାନ ମନ୍ତ୍ରୀ

କାବୁଲ: ପୁଣି ମହିଳାଙ୍କୁ ତାଲିବାନ ଶାସନର ନାଲି ଆଖି  । ମିହଳାଙ୍କ ଉଚ୍ଚଶିକ୍ଷାକୁ ପୁଣି କଡା ଭାଷାରେ ବିରୋଧ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମହିଳାଙ୍କ ଉଚ୍ଚଶିକ୍ଷାକୁ ବିରୋଧ କରି ତାଲିବାନ ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମୋହମ୍ମଦ ନଦୀମ କହିଛନ୍ତି, ଆଫଗାନସ୍ତାନରେ ବୋମା…

ମଦୁରା ମାଇକ୍ରୋ ଫାଇନାନ୍ସରେ ଠକେଇ;୮ ଲକ୍ଷ ଟଙ୍କା ନେଇ ଦୁଇ ମ୍ୟାନେଜର ଫେରାର

ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ…

ମୁଁ ତୋ ଭାଇ..ମୁଁ ଥିଲେ ତୋର ଚିନ୍ତା ନାହିଁ.. ଭାଇରାଲ ହେଲା ଭାଇଭଉଣୀ ସ୍ନେହର ଭାବବିହ୍ୱଳ ଭିଡିଓ

ମୁଁ ତୋ ଭାଇ…କେବେ ଖରା କେବେ ଛାଇ । ମୁଁ ଥିଲେ ତୋର ଭୟ ନାହିଁ । ଭାଇ ସବୁବେଳେ ଏମିତି । ରାଗିଗଲେ ଗାଳି ଦି ସିନା, କୁନି ଭଉଣୀର ଶୁଖିଲା ମୁହଁ ଦେଖିଲେ କୋଳେଇ ନିଏ । ଏ ବି ଭାଇଟିଏ । ବୟସ ବହୁତ ବେଶି ନ ହେଲେ ବି କୁନି ଭଉଣୀର ସେ ବଡ ଭାଇ ।ତେଣୁ  କୁନି ଭଉଣୀକୁ ଆଞ୍ଚ ଆଣିବାକୁ ସେ ଦେବ…

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଡା. ଶୁଭଶ୍ରୀଙ୍କ କରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର…

ଇଜରାଏଲ ଟିଭି ଚାନେଲରେ ସାକ୍ଷାତକାର ଦେଇଥିବା ଇରାନ ଲେଖକଙ୍କୁ ଫାଶୀଦଣ୍ଡ

ତେହରାନ: କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶୀ ।  ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ । ତାଙ୍କ ବିରୋଧରେ  ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି…