Latest Odisha News

BREAKING NEWS

Browsing Category

Uncategorized

ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ

ଭୁବନେଶ୍ୱର : ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ ।  ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହୋଇଛି ହନୁ ମାଙ୍କଡ଼ଟିଏ । ଏ ମାଙ୍କଡ଼କୁ କେହି ଆଣିନଥିଲେ । ସେ ନିଜେ ହିଁ ଚାଲି ଆସିଥିଲା ହସ୍ପିଟାଲକୁ ।  ଡାକ୍ତରଙ୍କୁ ଦେଖି ହାତ ଧରି…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତା ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା।ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ…

[ଦେଖନ୍ତୁ ଭିଡିଓ] ଦୁଇ ବର୍ଷ ପରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ରାୟଗଡା : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ଶେଷ ହୋଇଛି । ଏଥିପାଇଁ ପରୀକ୍ଷାର ଅଧଘଂଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ…

ନିରାଶା ମଧ୍ୟରେ ଆଶାର ଆଲୋକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… କଥାରେ ଅଛି ଦୁର୍ଜ୍ଜନମାନଙ୍କ ସକ୍ରିୟତା ଅପେକ୍ଷା ସଜ୍ଜନମାନଙ୍କ ନିଷ୍କ୍ରିୟତା ସମାଜ ପାଇଁ ଅଧିକ କ୍ଷତିକାରକ । ଆଜିକାଲି ଖବରକାଗଜର ପୃଷ୍ଠା ଖୋଲିଲେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଖବର । ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଘରେ…

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’

ପାରାଦୀପ:  ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’ ।  ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ ମିଳିତ…

[ଦେଖନ୍ତୁ ଭିଡିଓ] ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷ ମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସାଥିରେ ରୁହ ଓ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଜ ନିଜ ସହରକୁ ଶ୍ରେଷ୍ଠ କରିବା କ୍ଷେତ୍ରରେ ନେତୃତ୍ୱ…

[ଦେଖନ୍ତୁ ଭିଡିଓ] ଋଷ-ୟୁକ୍ରେନ ଯୁଦ୍ଧ: ସାଟେଲାଇଟ ଇମେଜରେ ମାରିୟୁପୋଲରେ ଗଣ ଜନସମାଧିର ସତ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ ଦିନରେ ପହଞ୍ଚିଛି । ୫୭ ଦିନର ସଂଘର୍ଷ ପରେ ଋଷ କବଜାରେ ମାରିୟୁପୋଲ । ଧ୍ୱଂସ ପ୍ରାପ୍ତ ବନ୍ଦର ସହରକୁ ଅକ୍ତିଆର କରିଥିବା ବେଳେ ମାରିୟୁପୋଲରେ ଗଣ କବର । ବନ୍ଦର ସହରରେ ଘମାଘୋଟ…

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଦେଶର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ସଂସଦର ସଭାନେତ୍ରୀ ଅନୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ବନଜ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪ ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ' ଣ କହିବ? ତା'ର ମନେ ପଡୁଲା ଲିପି କଥା । ନିଜର…

ସ୍ୱଳ୍ପ ଗଳ୍ପ : ଖାଦକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭ ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ…