Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ବିଶ୍ୱାସ, ଅବିଶ୍ୱାସ ଓ ବେଳେବେଳେ ଅନ୍ଧବିଶ୍ୱାସ ଆଧାରରେ ମଣିଷର ଆସ୍ଥା ରହିବା କିଛି ନୂଆ କଥା ନୁହେଁ । କେତେବେଳେ କେଉଁ ଆଧାରରେ ମଣିଷ ଧର୍ମ ଓ ସଂସ୍କୃତିକୁ ଜାବୁଡି ଧରେ ସେ କଥା ଆକଳନ କରିବା କାଠିକର ପାଠ । ନବରଙ୍ଗପୁର ଜିଲ୍ଲାରେ ନବରାତ୍ରୀରେ ଦୁଇଟି ମୁଣ୍ଡ ଓ ତିନୋଟି ଆଖି…

[ଭିଡିଓ] ଭାଇରାଲ୍ ଆଲର୍ଟ: ଏଟିଏମ୍‌ରେ ଯୁବତୀଙ୍କ ଅସମ୍ଭାଳ ନାଚ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ହେଲେ ଖାସ କରି ଏଟିଏମ୍‌ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି ।…

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍…

[ଭିଡିଓ] ବିଳମ୍ବିତ ରାତିରେ କିନ୍ନର ଓ ପୋଲିସ ମୁହାଁମୁହିଁ

ପୁରୀ: ଦିନକୁ ଦିନ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ସାମ୍ନାକୁ ଆସିଥିଲା ଅପ୍ରିତୀକର ଘଟଣା । କର୍ତ୍ତବ୍ୟରତ ପୋଲିସ ସହ ମାରପିଟ୍ କରିବା ଅଭିଯୋଗରେ ଏକାଧିକ କିନ୍ନର ଥାନାରେ ଅଟକ ରହିଥିବା ସୂଚନା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି…

[ଭିଡିଓ] ସୋସିଆଲ୍ ମିଡିଆରେ ଧମାଲ୍ ମଚାଇଛନ୍ତି ସମୋସାବାଲା

ଭୁବନେଶ୍ୱର: ମାର୍କେଟିଂ ଭଳି କ୍ଷେତ୍ରରେ ସଫଳତା ହାସଲ କରିବା ଏତେଟା ସହଜ ନୁହେଁ । ପ୍ରଫେସ୍ନାଲଙ୍କୁ ବାଦ୍ ଦେଲେ କୌଣସି ସାମଗ୍ରୀ ବିକିବାକୁ ହେଲେ ରାସ୍ତା ବିକାଳୀଙ୍କୁ ଏଥିପାଇଁ ବିଭିନ୍ନ ତରିକା ଆପଣେଇବାକୁ ପଡିଥାଏ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ବ୍ୟକ୍ତିଙ୍କ ଉପରେ…

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…

[ଭିଡିଓ] ମାଙ୍କଡ ପିନ୍ଧିଲା ମାସ୍କ, କେବେ ଶିଖିବେ ଅମାନିଆ

ଭୁବନେଶ୍ୱର: ସାରା ବିଶ୍ୱକୁ ଥରହର କରିଥିଲା କରୋନା ମହାମାରୀ । ଆମ ମଧ୍ୟରୁ ଅନେକ କେହି ଆପଣାର, କେହି ସାହିପଡିଶା ଓ ସାଙ୍ଗସାଥୀଙ୍କୁ ହରାଇଛନ୍ତି । ସଂକ୍ରମଣଠାରୁ ବର୍ତ୍ତିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ତଥାପି ଅନେକ ଲୋକ ମାସ୍କ ପିନ୍ଧିବାକୁ…

[ଭିଡିଓ] ଜନ ଆଶୀର୍ବାଦ ଯାତ୍ରାରେ ନାଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋରାପୁଟ: ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ସହ ତାଙ୍କ ନାଚ ଚର୍ଚ୍ଚାରେ ରହିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍…

କୋଭିଡ କଟକଣା ଭାଙ୍ଗିଲେ ଚାନ୍ଦବାଲି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ବିବାହ ଉତ୍ସବରେ କୋଭିଡ ଗାଇଡ଼ ଲାଇନ୍ ଉଲ୍ଲଂଘନ ଅଭିଯୋଗ । ବିବାହ ସମୟରେ ନିୟମ ଉଲ୍ଲଂଘନ କରି ଏକାଠି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ନାଚୁଥିବାର ଦେଖିବାର…