Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] କ୍ଲାସରୁମ୍‌ରେ କଲେ ବାଲ୍ୟବିବାହ, ଘର ଲୋକେ କଲେ ବିଦା

ଭୁବନେଶ୍ୱର: ଶୁକ୍ରବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଭିଡିଓରେ ଏକ କଲେଜ କ୍ଲାସରୁମ୍‌ରେ ଜଣେ ପୁଅ ଓ ଝିଅ ମଙ୍ଗଳସୁତ୍ର ପିନ୍ଧାଇ ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭିଡିଓଟି କେଉଁ ଅଚଂଳର ଓ ଏହା କେବେ ସୁଟ୍ ହୋଇଥିଲା ? ଏହି ପ୍ରଶ୍ନର ଉତ୍ତର…

କଣ୍ଢେଇକୁ ବିବାହ କଲେ ବିଶ୍ୱ ବିଖ୍ୟାତ ବଡିବିଲ୍ଡର୍

ଭୁବନେଶ୍ୱର: ଆମ ନଜରକୁ ଏମିତି କିଛି ଖବର ଆସେ ଯାହାକୁ ଦେଖି, ଶୁଣି ଓ ପଢି ବିଶ୍ୱାସ କରିବା ଆମ ପକ୍ଷରେ କଷ୍ଟକର ହୋଇପଡେ । ଏହି ଧାରାରେ ସୋସିଆଲ୍ ମିଡିଆରେ ଏକ ଖବର ସାରା ବିଶ୍ୱର ଲୋକଙ୍କୁ ଚକିତ କରିଛି । ଝିଅ ପୁଅକୁ ଓ କେବେକେବେ ପୁଅପୁଅ ଓ ଝିଅଝିଅକୁ ବିବାହ କରିବା ଘଟଣା ଏବେ ସାଧାରଣ…

ପୁଣି ଭାଇରାଲ୍ ହେଲା ଅନୁଶ୍ରୁତଙ୍କ ଭିଡିଓ

ଭୁବନେଶ୍ୱର: ନିକଟରେ ଏକ ଭିଡିଓ ପାଇଁ ନାଗପୁରର ଅନୁଶ୍ରୁତ ନାମକ ଏହି କୁନି ପୁଅ ଜଣକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ । ଭିଡିଓରେ ଅନୁଶ୍ରୁତ୍ ବେଶ ମଜାଦାର ଅନ୍ଦାଜରେ ଚୁଟି କାଟୁଥିବା ଲୋକକୁ ଧମକ ଦେବାରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଅନୁଶ୍ରୁତଙ୍କ ଦୁଇଦୁଇଟି ଭିଡିଓ ଭାଇରାଲ୍…

[ଭିଡିଓ] ସ୍କୁଲ ଛାତ୍ରୀକୁ ମୃତ୍ୟୁମୁଖରୁ ଟାଣି ଆଣିଲେ ରେଳବାଇ ପୋଲିସ !

ମୁମ୍ବାଇ: ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ରୀଙ୍କ ଜୀବନ ବଂଚାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଳବାଇ ପୋଲିସ । ଏକ ଚଳନ୍ତା ଟ୍ରେନରୁ ସ୍କୁଲ ଛାତ୍ରୀ ଜଣକ ଓହ୍ଲାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲାବେଳେ ସ୍କୁଲ ଛାତ୍ରୀ…

ପାକିସ୍ତାନରେ ରହୁଛି ଟ୍ରମ୍ପଙ୍କ ଝିଅ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ମିଥ୍ୟା ବୟାନ ପାଇଁ ବେଶ ଜଣାଶୁଣା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଡୋନାଲ୍ଡ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇ ରାଷ୍ଟ୍ରପତି ପଦବୀ ହରାଇଥିଲେ । ହେଲେ ଏବେ ଟ୍ରମ୍ପଙ୍କ ସଂପର୍କିତ ପାକିସ୍ତାନର ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍…

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

[ଭିଡିଓ] ୯୫ ଲକ୍ଷ ଟଙ୍କାର ମଦ ନଷ୍ଟ କଲେ ମହିଳା

ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍‌ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ…

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ…

[ଭିଡିଓ] ତାଜୁବ କଲା ମହିଳାଙ୍କ ଶାଢୀ !

ଭୁବନେଶ୍ୱର: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଏହି ମହିଳା । ଫିଲ୍ମ ୟାରାନାରେ ଅମିତାଭ ଲାଇଟିଂ ଡ୍ରେସ୍ ପିନ୍ଧି ସାରା ଜମାନା ହସିନୋଁ କା ଦିୱାନା ଭଳି ଗୀତରେ ଡାନ୍ସ କରିଥିଲେ । ହେଲେ ଏହି ମହିଳା ଜଣକ କିନ୍ତୁ ବିନା ଡାନ୍ସରେ ଅମିତାଭଙ୍କୁ ବଳିଯାଇଛନ୍ତି । ଏକ ନିଆରା…