Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

[ଭିଡିଓ] ୯୫ ଲକ୍ଷ ଟଙ୍କାର ମଦ ନଷ୍ଟ କଲେ ମହିଳା

ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍‌ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ…

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ…

[ଭିଡିଓ] ତାଜୁବ କଲା ମହିଳାଙ୍କ ଶାଢୀ !

ଭୁବନେଶ୍ୱର: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଏହି ମହିଳା । ଫିଲ୍ମ ୟାରାନାରେ ଅମିତାଭ ଲାଇଟିଂ ଡ୍ରେସ୍ ପିନ୍ଧି ସାରା ଜମାନା ହସିନୋଁ କା ଦିୱାନା ଭଳି ଗୀତରେ ଡାନ୍ସ କରିଥିଲେ । ହେଲେ ଏହି ମହିଳା ଜଣକ କିନ୍ତୁ ବିନା ଡାନ୍ସରେ ଅମିତାଭଙ୍କୁ ବଳିଯାଇଛନ୍ତି । ଏକ ନିଆରା…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍…

[ଭିଡିଓ] ମହିଳାଙ୍କୁ ଅସଦାଚରଣ, ରାସ୍ତାରେ ଉଠ୍‌ବସ୍ ହେଲେ ୨ ଯୁବକ !

ଦେୱାସ୍‌: ମହିଳାଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଶାସ୍ତି ସ୍ୱରୂପ ରାସ୍ତାରେ ତାଙ୍କୁ ଉଠ୍‌ବସ୍ କରାଇଥିଲା ସ୍ଥାନୀୟ ପୋଲିସ । ମଧ୍ୟପ୍ରଦେଶ ଦେୱାସ୍ ଅଂଚଳରେ ଏହି ଘଟଣାକୁ ନେଇ ପୋଲିସକୁ ଛୁଟିଛି ପ୍ରଶଂସାର ସୁଅ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍…

[ଭିଡିଓ] ବିଗ୍‌ବସ୍ ଦେଖାଇ ରୋଗୀର ବ୍ରେନ୍ ସର୍ଜରୀ କଲେ ଡାକ୍ତର

ଗୁଣ୍ଟୁର: ସାଧାରଣତଃ ବ୍ରେନ୍ ସର୍ଜରୀ ସମୟରେ ରୋଗୀକୁ ଶୋଇବାକୁ କିମ୍ବା ଅଚେତ୍ ହେବାକୁ ଦିଆଯାଇନଥାଏ । ଏଥିପାଇଁ ଡାକ୍ତରୀ ଦଳ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳରେ ଏକ ବ୍ରେନ ସର୍ଜରୀ କରିବାକୁ ଯାଇ ଡାକ୍ତରୀ ଦଳର ଅଭିନବ ଉପାୟ ଚର୍ଚ୍ଚାକୁ…

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ…

ଭାଇରାଲ୍ ଭିଡିଓ ଆଗରେ ମୁଣ୍ଡ ନୁଆଁଇଲା ୟୁପି ପୋଲିସ

ଉତ୍ତରପ୍ରଦେଶ: କରୋନା ପାଇଁ ଦେଶର ବିଭିନ୍ନ ରାଜ୍ୟ ବାଣ ଫୁଟାଇବା ଓ ବିକ୍ରୟ ଉପରେ ରୋକ ଲଗାଇଥିଲେ । ଏହି ଧାରାରେ ସାମିଲ ହୋଇ ଉତ୍ତରପ୍ରଦେଶ ପୋଲିସ ବେଆଇନ ବାଣ ବିକ୍ରିକୁ ରୋକିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ଏହି ଧାରାରେ ବୁଲନ୍ଦସହରରେ ଜଣେ ବେଆଇନ ବାଣ ବିକ୍ରେତାଙ୍କୁ ପୋଲିସ ଗିରଫ…