Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଆକାଶରେ ଉଡିଲା କାର ପାର୍ଟସରେ ନିର୍ମିତ ହେଲିକପ୍ଟର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ହେଲିକପ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏହି ହେଲିକପ୍ଟର୍ କାରଖାନାରେ ନୁହେଁ ବରଂ କାର ଗ୍ୟାରେଜରେ ନିର୍ମିତ ହୋଇଛି । ଆକାଶରେ ଏହି ହେଲିକପ୍ଟର ଉଡୁଛି ସତ, ହେଲେ ଏଥିରେ ବ୍ୟବହାର ହୋଇଛି ଭଳିକିଭଳି ଯାନର ଯନ୍ତ୍ରାଂଶ । ବ୍ରାଜିଲର…

[ଭିଡିଓ] ପ୍ରଶାନ୍ତ ମହାସାଗର ଉପରେ କ’ଣ ଉଡୁଥିଲା, ୟୁଏଫ୍‌ଓ ନା ଆଉ କିଛି ?

ଭୁବନେଶ୍ୱର: ଏଲିଅନ୍ସକୁ ନେଇ ମାନବ ଜାତି ମନରେ ରହିଛି ଅସରନ୍ତି ପ୍ରଶ୍ନ ଓ କୌତୁହଳ । ଅନେକ ସମୟରେ ଭିନ୍ନଭିନ୍ନ ଲୋକ ଏଲିଅନ୍ସ କିମ୍ବା ୟୁଏଫ୍‌ଓ ଦେଖିଥିବା ନେଇ ଦାବି କରିଆସିଛନ୍ତି । ହେଲେ କେବେ ବି ସେମାନଙ୍କ ଦାବିକୁ ବିଜ୍ଞାନ ସହଜରେ ଗ୍ରହଣ କରିପାରିନି । ତେବେ ନିକଟରେ ୟୁଏଫ୍‌ଓ…

[ଭିଡିଓ] ମହଙ୍ଗା ପଡିଲା ଦହି କିଣା, ନିଲମ୍ବିତ ହେଲେ ଟ୍ରେନ୍ ଚାଳକ

ଭୁବନେଶ୍ୱର: ନିର୍ଦ୍ଧାରିତ ଷ୍ଟେସନ୍ ପୂର୍ବରୁ ଟ୍ରେନ ଅଟକାଇଥିଲେ ଚାଳକ । ଖାସ ଦହି କିଣିବାକୁ ଏପରି ନିଷ୍ପତ୍ତି ନେବା ଟ୍ରେନ ଚାଳକଙ୍କୁ ମହଙ୍ଗା ପଡିଛି । ଶେଷରେ ଟ୍ରେନ ଚାଳକଙ୍କ ଏପରି ମାନସିକତାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…

[ଭିଡିଓ] ଦାଢି କାଟିବାକୁ ସେଲୁନରେ ପହଂଚିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ମଣିଷଙ୍କୁ ନକଲ କରିବାରେ ମାଙ୍କଡ ଭଳି ପଶୁ ବେଶ ମାହିର । ଏ ନେଇ ସୋସିଆଲ ମିଡିଆରେ ଅନେକ କୌତୁକିଆ ଭିଡିଓ ମଧ୍ୟ ରହିଛି । ହେଲେ ନିକଟରେ ଗୋଟିଏ ମାଙ୍କଡ ସେଲୁନରେ ପହଂଚିଥିଲା । ଆଉ ତା ପରେ ଯାହା ଘଟିଥିଲା, ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି 'ମେହେନ୍ଦି ବ୍ଲାଉଜ' । ହେଲେ ଏହି 'ମେହେନ୍ଦି ବ୍ଲାଉଜ' କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ…

[ଭିଡିଓ] କେନାଲରେ ଭାସିଯାଉଥିଲେ ୪ ଯୁବକ, ଉଦ୍ଧାର କଲେ ସାହସୀ ପୋଲିସ କର୍ମୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା । ନିଜ ଜୀବନକୁ ବିପଦରେ ପକାଇ ୪ଜଣ ଯୁବକଙ୍କୁ ଉଦ୍ଧାର କଲେ ପୋଲିସ ଅଧିକାରୀ । ଏହି ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଥିଲାବେଳେ ସୋସିଆଲ ମିଡିଆରେ ପୋଲିସ ଅଧିକାରୀଙ୍କୁ ଛୁଟିଛି ପ୍ରଶଂସାର ସୁଅ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର…

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…