ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ, ଉଭୟଙ୍କ ପାରିବାରିକ ଜୀବନର ଏହା ଦ୍ୱିତୀୟ ଇନିଂସ
ଚେନ୍ନାଇ:ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଓ ଦକ୍ଷିଣ ଭାରତର ଅଭିନେତା ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଜ୍ୱାଲାଙ୍କୁ ୩୭ତମ ଜନ୍ମ ଦିବସ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ । ଉଭୟଙ୍କ ପାରିବାରିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ…