Latest Odisha News

BREAKING NEWS

ହ୍ୱାଟ୍ସଆପ୍‌କୁ ହ୍ୟାଣ୍ଡେଲ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟଣନ୍ତ୍ରଣ ନେଇ ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ହ୍ୱାଟ୍ସଆପ୍‌କୁ ବିଜେପି ହ୍ୟାଣ୍ଡେଲ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ରାହୁଲ ଟାଇମ୍…

ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର

ନୂଆଦିଲ୍ଳୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏବେବି କୋମାରେ ଅଛନ୍ତି । ନୂଆଦିଲ୍ଳୀ ସ୍ଥିିତ ଆର୍ମି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ବ୍ରେନ୍ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଶନିବାର ତାଙ୍କ…

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା…

ଜେଇଇ/ନେଟ୍ ପ୍ରାର୍ଥୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଜେଇଇ/ନେଟ୍ ପରୀକ୍ଷାକୁ ଆଉ ୪୮ଘଣ୍ଟାରୁ କମ୍ ସମୟ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ମାନଙ୍କୁ  ନିବେଦନ କରିଛନ୍ତି। "ପିଲାମାନେ ଆମ ଦେଶର ଭବିଷ୍ୟତ ଓ ଓଡ଼ିଶାର ଭବିଷ୍ୟତ ।ସେମାନେ ଆମ  ପରିବାର ର ଓ…

ଟ୍ରକ୍ ଅଟକାଇ ଲୁଟିନେଲେ ଦେଢ କୋଟି ମୂଲ୍ୟର ସିଗାରେଟ୍ !

ତାମିଲନାଡୁ: ରାଜରାସ୍ତାରେ ଖୁଲମଖୋଲା ବୁଲୁଛନ୍ତି ଲୁଟେରା । ଇଛା ହେଲା ତ ପ୍ରଥମେ ରେକି ଓ ପରେ ଦିନ ଦ୍ୱିପହରେ ଲୁଟ୍ । ବେଶ କିଛି ଦିନ ଧରି ତାମିଲନାଡୁରେ ଲଗାତାର ସାମ୍ନାକୁ ଆସୁଛି ମିଳୁଛି ଲୁଟତରାଜ ମାମଲା । ହେଲେ ଏଥର ଦେଢ କୋଟି ମୂଲ୍ୟର ସିଗାରେଟ୍ ଲୁଟ୍ ମାମଲା ସମସ୍ତଙ୍କୁ ଚକିତ କରିଛି…

ଓଡ଼ିଶାରେ ମାସକରେ ୭୦ ହଜାର , ତିନି ଦିନରେ ୧୦ ହଜାର ପଜିଟିଭ୍

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶାରେ କରୋନା ସଂକ୍ରମଣ ନୂଆ ଶିଖ ଛୁଇଁଛି । ମାସେ ଭିତରେ ବାହାରିଛି ୭୦ ହଜାର ପଜିଟିଭ୍ କେସ୍ । ମାର୍ଚ୍ଚରୁ ଅଗଷ୍ଟ (୩୦ ତାରିଖ) ଛଅ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି । ମାର୍ଚ୍ଚରୁ ଜୁଲାଇ ଭିତରେ ୩୦ ହଜାର ପାର କରିଥିଲା ସଂକ୍ରମିତଙ୍କ…

ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଓ ହୋମ୍ ଗାର୍ଡ

ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ସ୍ମଗଲର ମାନଙ୍କୁ ଛାଡି ଦେବା ଅଭିଯୋଗରେ ମୁଦୁଲିପଡା ଥାନାର ଜଣେ ଏଏସଆଇ ଓ ୨ ହୋମ୍ ଗାର୍ଡ ଗିରଫ ହୋଇଛନ୍ତି । ସୂଚନାନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ଖଇରିପୁଟ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ଏକ ଗାଡି ଭିତରେ ଗଞ୍ଜେଇ ଥିବା…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟା, ଡ୍ରଗ୍ସ ଓ ଡ୍ରାକ୍ ନେଟ୍ ଲିଙ୍କ

ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍ସଆପ୍ ଚାର୍ଟରୁ ସେ ଅବୈଧ ଭାବେ ଡ୍ରଗ୍ସ ସପ୍ଲାଏ କରୁଥିବା ଡ୍ରଗ୍ସ ପେଡଲରଙ୍କ ସହ ଜଡିତ ଥିବା ଜଣାପଡିଛି । ଏପରିକି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଧ୍ୟ ତଦନ୍ତରେ ଦର୍ଶାଇଛି ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ…

କାହିଁକି କାନ୍ଦିଲେ ଶାହରୁଖଙ୍କ ଅଲିଅଳୀ ସୁହାନା ?

ମୁମ୍ବାଇ: ସୁହାନାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । କାହିଁକି କାନ୍ଦିଲେ କିଙ୍ଗଖାନଙ୍କ ଝିଅ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସୁହାନାଙ୍କ ଏହି ଫଟୋ ପଛରେ ରହିଛି କିଛି ଭିନ୍ନ ଘଟଣା । ସବୁବେଳେ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିବା ସୁହାନା, କାହିଁକି ସେୟାର କଲେ…

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା…