ଗୁଞ୍ଜନ ସକ୍ସେନା ଟ୍ରେଲର ରିଲିଜ; ଏୟାରଫୋର୍ସ ପାଇଲଟ୍ ଗୁଞ୍ଜନ ଭୂମିକାରେ ଜାହ୍ନବୀ
ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ର ଟ୍ରେଲର ରିଲିଜ ହୋଇ ଯାଇଛି । ଯେଉଁଥିରେ ଲିଡ୍ ରୋଲରେ ନଜର ଆସିଛନ୍ତି ଷ୍ଟାର କିଡ୍ ଜାହ୍ନବୀ କପୁର ।
ଫିଲ୍ମଟି ଭାରତୀୟ ବାୟୁସେନା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ଅଟେ । ଗୁଞ୍ଜନ ସକ୍ସେନା ଦେଶର ପ୍ରଥମ ମହିଳା…