Latest Odisha News

BREAKING NEWS

ଆଠ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଡନ ବିକାଶ ଦୁବେ ଏବେ ବି ଫେରାର, ତଦନ୍ତର ଘଟଣାକ୍ରମ

ଲକ୍ଷ୍ନୌ:କାନପୁର ପୋଲିସ ଟିମ୍ ଉପରେ ଆକ୍ରମଣ କରି ୮ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ ବିକାଶ ଦୁବେ ଏବେ ବି ଫେରାର ଅଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୋଲିସ କଣ ରଣନୀତି ଆପଣାଇଛନ୍ତି ଆସନ୍ତୁ ଜାଣିବ । ୧. ବିକାଶ ଦୁବେ ଏବଂ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ୨୫…

ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନଙ୍କ ଅବସର ଘୋଷଣା

ବେଜିଂ: ଚୀନର ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନ ଶନିବାର ଅବସର ଘୋଷଣା କରିଛନ୍ତି । ଦୁଇ ଥର ଅଲିମ୍ପିକ ସ୍ୱର୍ଣ୍ଣ ଜିତିଥିବା ଲିନ ୨୦୦୦ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୬ ଥର ଅଲ ଇଂଲଣ୍ଡ ଓପନ ଚାମ୍ପିୟନଶିପ ମଧ୍ୟ ଜିତିଛନ୍ତି । ଲିନ୍ ବ୍ୟାଡମିଂଟନର ସମସ୍ତ…

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଅଧିକାରୀ !

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସିି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା । ମାତ୍ର ସେହିଦିନ ବାଲେଶ୍ୱର…

ଜୁଲାଇ ୩୧ ଯାଏଁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା

ପୁରୀ: ଆସନ୍ତା ଜୁଲାଇ ୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା…

ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ବାବୁ

ନୂଆପଡା: ଭିଜିଲାନ୍ସ ଜାଲରେ ଆର୍‌ଆଇ ବାବୁ । ପାଂଚ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକୁଲା ଆରଆଇ ଦିନମଣି ରାଉତରାୟ । ଇନ୍ଦିରା ଅବାସ ଘର ବାଲି ଆଣିବା ଅନୁମତି ପାଇଁ ସ୍ଥାନୀୟ ଖଇରଭାଡି ଗ୍ରାମର ଯୁଗଲ କିଶୋର ଠେଲାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା…

ବୈଠକ ବାତିଲ, ଓଲୀଙ୍କୁ ନେଇ ନିଷ୍ପତି ୨ ଦିନ ଘୁଂଚିଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ନେଇ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ଶେଷ ମୂହର୍ତରେ ଏହାକୁ ୨ ଦିନ ଘୁଂଚାଇ ଦିଆଯାଇଛି । ସୋମବାର ଏହି ବୈଠକ ବସିବ । ଅନ୍ୟ ଅର୍ଥରେ ସ୍ଥିତି ସୁଧାରିବା ପାଇଁ ଓଲୀଙ୍କ ନିକଟରେ ଦୁଇ ଦିନ ସମୟ ରହିଛି । ଦଳ ନ…

ହିରୋ ସାଇକେଲ ଚୀନ ସହ ୯୦୦ କୋଟି ଟଙ୍କାର ବ୍ୟାପାର ରଦ୍ଦ କଲା

ନୂଆଦିଲ୍ଲୀ: ଭାରତରେ ଚୀନ ସାମଗ୍ରୀ ବହିଷ୍ମାର ଜୋର ଧରିଛି । ସରକାର କେତେକ ପଦକ୍ଷେପ ନେବା ପରେ ଏବେ ବିଭିନ୍ନ କମ୍ପାନୀ ଏଥିନେଇ ଆଗକୁ ଆସିଛନ୍ତି । ହିରୋ ସାଇକେଲ ଚୀନ କମ୍ପାନୀ ସହ କରିଥିବା ୯୦୦ କୋଟି ଟଙ୍କାର ବ୍ୟବସାୟକୁ ରଦ୍ଦ କରିଛି । ନିକଟରେ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୧୦୦ କୋଟି…

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ନୂଆପଡା, ବଲାଙ୍ଗିର,…

କରୋନା ଯାଂଚ ଲାଗି ଚୀନ୍ ଯିବେ WHOର ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଏନେ ଚୀନ୍‌କୁ ମହଙ୍ଗା ପଡିପାରେ କରୋନା ଭାଇରସର ତଥ୍ୟ ଲୁଚାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତ କରି କରୋନା ଭାଇରସ ବାବଦରେ ଅନୁଧ୍ୟାନ କରିବ। କେମିତି କରୋନା ଆସିଲା, କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ WHO ଟିମ୍ ତଦନ୍ତ କରିବ ବୋଲି…

ଯୁଦ୍ଧ ପ୍ରସ୍ତୁତିରେ ଚୀନ; ଭିଡ଼ିଓ ଜାରି କଲା ଗ୍ଲୋବାଲ୍ ଟାଇମ୍ସ !

ବେଜିଂ: କରୋନା ମହାମାରୀ ଚୀନ ଲାବୋରେଟୋରୀରେ ସୃଷ୍ଟି ହୋଇଥିବା ନେଇ ଆମେରେକୀୟ ରାଷ୍ଟ୍ରପତି ଯେଉଁଦିନ ଠାରୁ ଘୋଷଣା କରିଥିଲେ ସେହିଦିନଠାରୁ ଚୀନ ରକ୍ତମୁଖା ପାଲଟି ଯାଇଛି । ଭାରତୀୟ ମହାସାଗର ହେଉକି ଚୀନ ସାଗର ଅରୁଣାଚଳ ପ୍ରଦେଶ ହେଉ କି ତାଇୱାନ ଚୀନ ତାହାର ସାମରିକ ଶକ୍ତି ଉପଯୋଗ କରି ନିଜର…