Latest Odisha News

BREAKING NEWS

‘ଶ୍ରାବଣ’ ସୋମବାରରେ ଢେଙ୍କାନାଳର ଏହି ମନ୍ଦିରରେ ଲାଗିବ ଧାରା ୧୪୪

ଢେଙ୍କାନାଳ: କରୋନା ମହାମାରୀ ବିସ୍ତାରକୁ ନଜରରେ ରଖି ଶ୍ରାବଣ ମାସ ସୋମବାର ଦିନ ଢେଙ୍କାନାଳର ୧୪ ଟି ପ୍ରମୁଖ ଶୈବପୀଠରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲଗାଯିବ। ଯାହାଦ୍ୱାରା ମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକାଯାଇପାରିବ । ଏହି ମନ୍ଦିରଗୁଡ଼ିକ ହେଉଛି କପିଳାସର ଶ୍ରୀ ଚନ୍ଦ୍ରଶେଖରଜିଉ,…

ବିହାରରେ ପୁଣି ଜୀବନ ନେଲା ବଜ୍ରପାତ: ୮ ଟି ଜିଲ୍ଲାରେ ୨୬ ଜଣଙ୍କର ମୃତ୍ୟୁ

ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର…

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। “ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା…

ବଡ଼ ଖବର: ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ…

ଚିନ୍ତା ବଢ଼ାଉଛି କରୋନା: ଦେଶରେ ୨୪ ଘଣ୍ଟାରେ ୨୦ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଅନେକ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ଆଗକୁ ମାଡି ଚାଲିଛି ଭାରତ। ଭାରତରେ ତାଣ୍ଡବ ରଚିଲାଣି କରୋନା ମହାମାରୀ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୦,୯୦୩ ଜଣ କରୋନା ଆକ୍ରାନ୍ତ । ଅନ୍ୟପଟେ ୨୪ ଘଣ୍ଟାରେ କରୋନା ନେଲାଣି ୩୭୯ ଜଣଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା…

ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ନାବାଳକ ମୃତ

କୋରାପୁଟ: ଶୁକ୍ରବାର ସକାଳୁ କୋରାପୁଟ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ନାବାଳକ । ମିଳିଥିବା ସୂଚନା ଅନୁସାରେ କୋରାପୁଟ ସ୍ଥିତ ପାଡୁଆ ଡାକବଙ୍ଗଳା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବାଇକରେ ୪ ଜଣ ନାବାଳକ ଯାତ୍ରା…

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଆଲିୟାଙ୍କୁ ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ ଖାନ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଆଜି ନାହାନ୍ତି । କିନ୍ତୁ ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ୍ ସ୍ମୃତି ଆଇନାରେ ସାଇତା ରହିବ । ବହୁ ସୁପରହିଟ ଫିଲ୍ମର ଗୀତରେ ହିରୋ ହିରୋଇନୁ ନଚାଇଥିଲେ । ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟିଙ୍କୁ…

କରୋନା ପଜିଟିଭ ଚିହ୍ନଟ ହେଲେ ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ

ବ୍ରହ୍ମପୁର: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକି ମିଶ୍ର। ପୋଲିସକର୍ମୀ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ୨ ରୁ ୩ ଦିନ ଯାଏଁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ଗଞ୍ଜାମରେ…

କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ : ବଲିଉଡର ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେହାନ୍ତ ପରେ ମୁମ୍ବାଇ ମଲାଡରେ ଥିବା ସନ୍ନଟ ଶ୍ମଶାନରେ ଆଜି ସକାଳେ ତାଙ୍କ ଶେଷକୃତ୍ୟ ହୋଇଛି । ତାଙ୍କ ପୁଅ ତଥା କୋରିଓଗ୍ରାଫର ରାଜୁ ଖାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।…