Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି । ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ…

କରୋନା ଲକଡାଉନ : ଚାଲି ଚାଲି ଗାଁକୁ ଫେରିବା ବେଳେ ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ଆଗ୍ରା: ରାଜଧାନୀ ଦିଲ୍ଲୀରୁ ୨୦୦ କିମି ରାସ୍ତା ଅତିକ୍ରମ କରିଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଶନିବାର ସକାଳେ ମୃତ୍ୟୁ ହୋଇଛି । ରଣବୀର ସିଂହ ନାମକ ଏହି ବ୍ୟକ୍ତିଙ୍କ ପରିବାର ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ଏକ ଦୂର ଗାଁରେ ରହନ୍ତି । ତାଙ୍କୁ ଘରେ…

କରୋନାଭାଇରସ ସଂକ୍ରମଣ; ଆରୋଗ୍ୟ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ସୋଫି କହିଛନ୍ତି ଯେ ମୁଁ ଏବେ ସୁସ୍ଥ ହୋଇଛି, ଆଉ ଏଥିପାଇଁ ମୁଁ ବହୁତ…

ଲକଡାଉନ ପ୍ରଭାବ: ବାୟୁମଣ୍ଡଳର ଏଭଳି ପରିବର୍ତ୍ତନକୁ ଅବିଶ୍ୱସନୀୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନର ଆଜି ୫ମ ଦିନ ହୋଇଥିବା ବେଳେ ଏକ ସନ୍ତୋଷଜନକ ଖବର ସାମ୍ନାକୁ ଆସିଛି। କ୍ରମାଗତ…

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ…

ହ୍ୱାଟ୍ସଆପ୍‌ରେ କରିବେ ଅର୍ଡର୍ , ଘରେ ପହଂଚିବ ପନିପରିବା !

ବାରିପଦା: ସମଗ୍ର ରାଜ୍ୟରେ ଲକ୍‌-ଡାଉନ୍ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାବେଳେ ବାରିପଦାରେ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଫୋନ୍‌ରେ ଅର୍ଡର୍ କରିବେ ଘରେ ପହଂଚିବ ପନିପରିବା । ସାମାଜିକ ଦୂରତାକୁ ମାପକାଠି କରି ଏକ ଘରୋଇ ସଂସ୍ଥା…

ଏବେ ମହାମାରୀରୁ ଲୋକଙ୍କୁ ବଂଚାଉଛନ୍ତି ଏହି ଟି୨୦ ଷ୍ଟାର !

ନୂଆଦିଲ୍ଲୀ: ଭାରତକୁ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଥିବା ଯୋଗିନ୍ଦର ଶର୍ମା ଏବେ କରୋନା ମହାମାରୀ ସମୟରେ ନିଜ ଭୂମିକାକୁ ସୁଚାରୂରୂପେ ତୁଲାଉଛନ୍ତି । ଯୋଗିନ୍ଦର ହିସାରରେ ଡିଏସପି ଚାକିରୀ କରୁଛନ୍ତି । କରୋନାରୁ ମୁକୁଳିବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ସେ ଲୋକମାନଙ୍କୁ…

ଆମ ଆଦମୀ ପାର୍ଟି ବିଧାୟକଙ୍କ ଉପରେ କେସ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ତଥା ପ୍ରବକ୍ତା ରାଘବ ଚଢ଼ାଙ୍କ ଉପରେ ଓକିଲ ପ୍ରଶାନ୍ତ ଉମରାଓ ପଟେଲ କେସ୍ କରିଛନ୍ତି । ଲକଡାଉନ ସମୟରେ ରାଜେନ୍ଦ୍ର ନଗରର ବିଧାୟକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଛି । ସେ ଟୁଇଟ କରିଥିଲେ,…

ଗ୍ରାସୁଛି କରୋନା: ଭାରତରେ ୨୫ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବେଳକୁ ବେଳ ଭୟଙ୍କର ହେଉଛି କରୋନା ସ୍ଥିତି । ଅନ୍ୟ ସଂକ୍ରମିତ ଦେଶ ଗୁଡିକ ଭଳି ଭାରତରେ ମଧ୍ୟ ଏହା ସଂଖ୍ୟା ବିସ୍ତାର କରିବାରେ ଲାଗିଲାଣି । ୨ ଦିନ ତଳେ କରୋନା ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ରୁ ୬୦୦ ମଧ୍ୟରେ ଥିବା ବେଳେ ମୃତ୍ୟୁ ସଂଖ୍ୟ ୧୫ ମଧ୍ୟରେ ରହିଥିଲା । ମାତ୍ର…

କରୋନା: ଆଇସୋଲେସନ ପାଇଁ ନାହିଁ ଘର; ଗଛରେ କ୍ୱାରେଣ୍ଟାଇନ ହେଲେ ଯୁବକ

କୋଲକାତା: କରୋନାଭାଇରସର ଆତଙ୍କକୁ ଦେଖି ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ଏହି କାରଣରୁ ସହରରେ କାମ କରୁଥିବା ଶ୍ରମିକମାନେ ଗାଁକୁ ଫେରୁଛନ୍ତି । ଗାଁକୁ ଫେରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ ସ୍ୱରୂପ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ ରହିବାକୁ ପରାମର୍ଶ ଦିଆଯାଇଛି । ସେଥିପାଇଁ…