କିଶୋର କୁମାରଙ୍କ ବାୟୋପିକ୍ରେ ରଣବୀର
ମୁମ୍ବାଇ: ଖୁବ୍ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର…