ତିନି ଦିନ ହେଲା ଜଳୁଛି ନଦୀ, ଜାଣନ୍ତୁ କେଉଁଠି
ଆସାମ: ହୁତୁ ହୁତୁ ହୋଇ ଜଳୁଛି ନଦୀ । ନଦୀର ମଝି ଭାଗରେ ଭୟଙ୍କର ଭାବେ ନିଆଁ ଜଳୁଛି । ଯିଏ ଦେଖୁଛି ସିଏ ଛାନିଆ ହୋଇ ଯାଉଛି । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁରୁ ଆସିଛି ଏଭଳି ଚିତ୍ର । ଏଠାରେ ଥିବା ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।…