Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ବର୍ଷ ସଫଳତାର ସହିତ ଶାସନ କରନ୍ତୁ: ଦାମ ରାଉତ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ଦାମୋଦର ରାଉତ ବୁଧବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାକାରୀ ହେଉଥିବା ୫-ଟି କାର୍ଯ୍ୟକ୍ରମକୁ ଯେକୌଣିସି ଅଫିସର ଚଳାଇପାରିବେ । ଦାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଓ ତାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଭୁରି ଭୁରି…

ଆସନ୍ତାକାଲି ଭୁବନେଶ୍ୱର ଓ ନିମାପଡାରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ…

ଭୁବନେଶ୍ୱର: ଭୁବନେଶ୍ୱର ଓ ନିମାପଡାରେ ଆସନ୍ତାକାଲି ତଥା ଡିସେମ୍ବର ୦୨ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ନୂଆବର୍ଷ ଲାଗି ଆଜି ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ …

ପୁରୀ: ନୂଆବର୍ଷରେ ହେବାକୁ ଥିବା ମାତ୍ରାଧିକ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏକ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଅଛି I ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହା ଉଭୟ ପଟୁ ଚଳାଚଳ…

ସର୍ବିୟା ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କଲେ ହାର୍ଦ୍ଦିକ

ଭାରତୀୟ କ୍ରିକେଟର ଯୁବ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ନିଜସ୍ୱ ଶୈଳୀରେ ଚଳିତ ନୂଆବର୍ଷ ପାଳନ କରିଛନ୍ତି । ଏହି ପ୍ରତିଭାବନ ଅଲରାଉଣ୍ଡର ଜଣକ ସର୍ବିୟାର ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିଚଙ୍କ ସହ ଫଟୋ ଉଠାଇ ଇନଷ୍ଟ୍ରାଙ୍ଗାମରେ ଶେୟାର କରିଛନ୍ତି । ନଚ ବଲିୟେ ଟିଭି ସିରିୟଲରେ ଏହି…

ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ଉନ୍ନିତ ହେଲେ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମା

ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇଜଣ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କର ପଦୋନ୍ନତି କରିଛନ୍ତି । ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସାଧାରଣ…

ଭଦ୍ରକରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ତଥା ଜିରୋନାଇଟ୍ ଭୋଜିରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାମ ସତ୍ୟବ୍ରତ ଶିଅଳ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ କିଛି ବ୍ୟକ୍ତି…

ନୂଆବର୍ଷରେ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ; ଜାଣନ୍ତୁ କେତେ !

ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହାବ୍ୟତିତ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

କାଶ୍ମୀର: ନୂଆବର୍ଷ ପାଇଁ ସାରାଦେଶ ଖୁସି ମନାଉଥିବା ବେଳେ ଜମ୍ମୁ କାଶ୍ମୀରର ରାଜୌରି ଜିଲ୍ଲା ନୌସେର ସେକ୍ଟରରେ ବୁଧବାର ସକାଳୁ ଆତଙ୍କବାଦୀ ଓ ଯବାନଙ୍କ ସହ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ…

ବଦଳିବ ରାଜଧାନୀର ଅଟୋ ସେବା; ଅନଲାଇନରେ ହେବ ବୁକିଂ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଦଳିବାକୁ ଯାଉଛି ଅଟୋସେବା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଧାନୀର ଅଟୋ ଚାଳକ ମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍‌ ବାଧ୍ୟତାମୂଳକ…

୨୦୨୦ ବାର୍ଷିକ ରାଶିଫଳ; ପ୍ରଖ୍ୟାତ ଜ୍ୟୋତିର୍ବିଦ ଡଃ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ

ବାର୍ଷିକ ରାଶି ଫଳ ୨୦୨୦ ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ମେଷ : ଏବର୍ଷ ଆପଣ ପାଇଁ ସୁଖମୟ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପୂର୍ବରୁ ଲାଗିଥିବା ମାଲି-ମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ…