Latest Odisha News

BREAKING NEWS

ଭାରତୀୟ ବ୍ୟବସାୟୀ ବିଦେଶରେ କିଣିଲେ ୬୦ କୋଟି ଟଙ୍କାର ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଲୋକମାନଙ୍କ ଅଦ୍ଭୁତ କ୍ରେଜ ଦେଖିବାକୁ ମିଳେ | ଯେଉଁଥିରେ ଜଣେ ଭାରତୀୟ ବିଦେଶରେ ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ ପାଇଁ ନିଲାମରେ ଭାଗ ନେବା ଚର୍ଚ୍ଚା ହୋଇଛି | ବିଦେଶରେ ଜଣେ ଭାରତୀୟ ଏହି ଫେନସି ନମ୍ବର ନିଲାମ ରେ ଭାଗନେଇ ସବୁଠୁ ଉଞ୍ଚା…

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ

କଟକ: କଟକ ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୯ ରନ କରିଥିବା ବେଳେ ଓପନର ଭାବେ ଶ୍ରୀଲଙ୍କାର ସନଥ ଜୟସୂରୀୟାଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଂଗ୍ରହ କରିଥିବା…

ଡିସେମ୍ବର ୨୩ ଓ ୨୪ରେ ଭୁବନେଶ୍ୱର ଓ କଟକର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୨୩ ଓ ୨୪ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି…

ବାରବାଟୀ ଦିନିକିଆ: ଭାରତ ସାମ୍ନାରେ ୩୧୬ର ବିଜୟ ଲକ୍ଷ୍ୟ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହେଉଥିବା ଦିବାରାତ୍ର କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୩୧୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦାରିତ ୫୦ ଓଭରରେ ୫ ୱିକେଟ ହରାଇ କରିଛି ୩୧୫ ରନ୍ । ବାରବାଟୀର…

ମାଲକାନଗିରିରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ‘ଜାହାଜ ସ୍କୁଲ’ !

ମାଲକାନଗିରି: ମାଲାକାନଗିରିରେ ଜାହାଜ ସ୍କୁଲ । ଏହି ଉକ୍ତି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକପ୍ରକାର ସତ । ଛାତ୍ରଛାତ୍ରୀମାନଙ୍କୁ ଦୈନିକ ସ୍କୁଲ ଆସିବା ଲାଗି ଉତ୍ସାହିତ ତଥା ଆକର୍ଷିତ କରିବା ଲାଗି ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ।…

ଜିଲ୍ଲାପାଳଙ୍କ ମାନବୀୟତା; ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ନେଲେ

ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ। ଏନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ…

ବଲାଙ୍ଗିରରେ ଜଳିଗଲା ବିପୁଳ ପରିମାଣର ଧାନଶସ୍ୟ

ବଲାଙ୍ଗିର: ବଲାଙ୍ଗିର ସହରର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗିଶୂର୍ଡା ଗ୍ରାମରେ ଏକ ଧାନଖଳାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଧାନ ଶସ୍ୟ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଆଁଲାଗି ପ୍ରାୟ ୨୦୦…

ବାରବାଟୀରେ ଟସ୍ ଜିତିଲେ ବିରାଟ; ୱେଷ୍ଟଇଣ୍ଡିଜକୁ ଦେଲେ ବ୍ୟାଟିଂ…

କଟକ: ଐତିହାସିକ କଟକ ସହରରେ ଆଜି ବହୁଛି ପ୍ରବଳ କ୍ରିକେଟ ହାୱା । ବାରବାଟୀ ଷ୍ଟାଡ଼ିୟମ ଭିତରେ ୪୫,୦୦୦ରୁ ଅଧିକ ଦର୍ଶକ ୱେଷ୍ଟଇଣ୍ଡିଜ ବନାମ ଭାରତ ମ୍ୟାଚକୁ ଉପଭୋଗ କରୁଥିବା ବେଳେ ସାରା ଓଡ଼ିଶାର କ୍ରିକେଟପ୍ରେମୀ ଟିଭି ପରଦାରେ ଏହି ମ୍ୟାଚର ମଜ୍ଜା ନେଉଛନ୍ତି । ଭାରତୀୟ କପ୍ତାନ ଟସ୍ ଜିତି…

ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟ ମନ୍ଦିର; କାହିଁକି ଏଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ, ଜାଣନ୍ତୁ…

ପୁରୀ: ମହାନ ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାଳୁମାନେ ଆଦିତ୍ୟ ନାରାୟଣ ଭାବେ ପୂଜା କରିଥାଆନ୍ତି । ଲୋକକଥା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନର ପୁରୀ ଶ୍ରୀମନ୍ଦିରସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିର ଧର୍ମଦେବତାଙ୍କ ସକାଶେ ନିର୍ମାଣ କରାଯାଇଥିଲା । ନବଗ୍ରହ ମନ୍ଦିର ନିକଟରେ…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ଦାରିଙ୍ଗବାଡିରେ ପାରଦ ୭.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ଆଜି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୯.୮ ଡିଗ୍ରି ସେଲସିୟସ୍ ରହିଥିଲା । ସେହିପରି…