ମଦୁଆ ଶିକ୍ଷକଙ୍କ ଚାକିରି ଗଲା; ମଦ ପିଇ ଦେଉଥିଲେ ପିଲାଙ୍କୁ ଦଣ୍ଡ !
ଯାଜପୁର: ଜଣେ ମଦୁଆ ଶିକ୍ଷକଙ୍କୁ ତାଙ୍କ ବେପରୁଆ ଢଙ୍ଗ ପାଇଁ ନିଜ ଚାକିରି ହରେଇବାକୁ ପଡ଼ିଛି । ଏହି ଅଭିଯୁକ୍ତ ଶିକ୍ଷକ ଜଣକ ଡୁ୍ୟଟି ସମୟରେ ମଦ୍ୟପାନ କରି କୁନିକୁନି ପିଲାମାନଙ୍କୁ ସ୍କୁଲ ପରିସର ବାହାରେ ଦେଉଥିଲେ କଠିନ ଦଣ୍ଡ । ନିଜର ହିତାହତ ଜ୍ଞାନ ଭୁଲି କୋମଳମତି ଛାତ୍ରଛାତ୍ରୀଙ୍କୁ ଏପରି…