ନିଜ ଜୀବନକୁ ଖାତିର ନକରି ୪ ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଟ୍ରାଫିକ ପୋଲିସ
କଟକ: ନିଜ ଜୀବନକୁ ଖାତିର ନକରି ୪ ପଥଚାରୀଙ୍କ ଜୀବନ ବଞ୍ଚାଇ କଟକର ଜଣେ ଟ୍ରାଫିକ କନ୍ଷ୍ଟେବଲ୍ ।
ଘଟଣାଟି ଏମିତି ଥିଲା ଯେ, ଶନିବାର ରାତିରେ ଶିଖରପୁର ସ୍ଥିତ ଟ୍ରାଫିକ ପୋଷ୍ଟର ସଞ୍ଚାଳନ କରୁଥିଲେ ଲଳିତ ମୋହନ ନାୟକ। ଏହି ସମୟରେ ହଠାତ ଲଳିତ ଦେଖିଲେ ଜଗତପୁରପୁର ଆଡୁ ଦ୍ରୁତଗତିରେ…