Latest Odisha News

ବସରୁ ଅଲଗା ହେଲା ଚକା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମହେନ୍ଦ୍ରୀ ନିକଟରେ ବୁଧବାର ସକାଳୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସର ଚାରୋଟି ଯାକ ଚକା ହଠାତ ବସଠାରୁ ଅଲଗା ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ବାସଟି ଆଜି ସକାଳ ୬ଟାରୁ ଉମାରକୋଟରୁ ଜୟପୁର ଅଭୂମିଖେ ଯାତ୍ରା ଆରମ୍ଭ…

ଇଣ୍ଡିଆନ୍ ଆଇଡଲ୍ ଟପ୍-୧୫ରେ ଓଡିଆ ଝିଅ ଚେଲସି

କଟକ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ୧୧ତମ ସିଜନର ଟପ୍-୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଚେଲସି ବେହୁରା । ଏହି ୧୪ ବର୍ଷୀୟ ଚେଲସୀଙ୍କ ଘର କଟକସ୍ଥିତ ଶିଖରପୁରର ନଦୀକୂଳ ସାହିରେ ଅବସ୍ଥିତ । ଏହି ପ୍ରତିଯୋଗିତାରେ ଚେଲସି ଗୋଲଡେନ୍ ଟିକେଟ୍ ଓ…

ଅସ୍ତରଙ୍ଗର ଚାଷଜମିରେ ପ୍ରବେଶ କଲା ସମୁଦ୍ର ଜଳ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସମୁଦ୍ର ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଉଦୟକାନି ପଞ୍ଚାୟତର ୫ଟି ଗ୍ରାମର ଚାଷଜମିରେ ବୁଧବାର ସକାଳୁ ସମୁଦ୍ର ପାଣି ଲହଡ଼ି ମାରୁଥିବା ଲୋକେ ଦେଖିବାକୁ ପାଇଥିଲେ । ସମୁଦ୍ର ପାଣି ଚାଷଜମିରେ ପ୍ରବେଶ କରିଥିବା ଦେଖିବା ପରେ…

ଦେଶର ୨ୟ ସ୍ୱଚ୍ଛ ହସ୍ପିଟାଲ୍ ଭାବେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ହସ୍ପିଟାଲ୍ କାଟେଗୋରୀ ବି’ରେ ୨ୟ ସ୍ଥାନ ଅଧିକାର କରିଛି ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ୍(ଏମ୍ସ), ଭୁବନେଶ୍ୱର । ଲଗାତାର ୨ଥର ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ‘ୱିକ୍ ହଂସା ରିସର୍ଚ୍ଚ ସର୍ଭେ’ ଦ୍ୱାରା ଏମ୍ସ ଏହି ସ୍ଥାନ ଅଧିକାର…

ପିଗ ଆଇରନ ଲୁଟରେ ସଂପୃକ୍ତ ଶିଳ୍ପପତିଙ୍କ ସମେତ ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ କାରଖାନାରୁ ପିଗ୍ ଆଇରନ ଲୁଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୦ ତାରିଖ ଦିନ କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରୁ ୨ଟି ପିଗ୍ ଆଇରନ ବୋଝେଇ ଟ୍ରକ ଛତିଶଗଡ଼ କୁ ପରିବହନ…

ନିରାଶ୍ରୟ ପିଲାମାନଙ୍କ ସହ ଦିନ ବିତାଇଲେ ଓଡିଶା ସ୍କୁଲ ପରାମର୍ଶଦାତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ନିରାଶ୍ରୟ ପିଲାମାନଙ୍କ ଗହଣରେ ଦିନ କାଟୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଡ. ବିଜୟ କୁମାର ସାହୁ ସପରିବାର ସହ ଶ୍ରୀ ହରିସିଂହ…

ଡିସେମ୍ବର ୨୩ରୁ ‘ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍’ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସିଟି ଫେଷ୍ଟିଭାଲର ୨ୟ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫେଷ୍ଟିଭାଲ୍ ଡିସେମ୍ବର ୨୩ ତାରିଖରୁ ୨୦୨୦ ମସିହା ଜାନୁୟାରୀ ୧ ମଧ୍ୟରେ ଅନୁଷ୍ଠିତ ହେବ । ଏହାର ପ୍ରଥମ ସଂସ୍କରଣ ଡଟ୍ ଫେଷ୍ଟ ନାମରେ ପରିଚାଳିତ ହୋଇଥିବା ବେଳେ ଏଥିରେ ଆୟୋଜିତ ହୋଇଥିବା…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ବାରିପଦାରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବାରିପଦା: ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟସ୍ଥ ଏକ ଢାବାରୁ ପ୍ରାୟ ୧୭ କେଜି. ଓଜନର ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ବୋଲେରୋ ଏବଂ ଗୋଟି, କାର୍ ମଧ୍ୟ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ…

କୁଲଗାମରେ ୫ ଅଣ କାଶ୍ମିରୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ୫ ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ନରେ ହତ୍ୟା କରିଛନ୍ତି । ଏହି ସମସ୍ତ ନିହତ ବ୍ୟକ୍ତିମାନେ ଅଣ କାଶ୍ମିରୀ ବୋଲି ଏନଡ଼ିଟିଭି ରିପୋର୍ଟରୁ ଜଣାପଡ଼ିଛି । କାଶ୍ମୀର ଘାଟିରେ କଟକଣା କୋହଳ କରାଯିବା ପରେ ଏବେ ଆତଙ୍କବାଦୀମାନେ…