Latest Odisha News

BREAKING NEWS

ଘାଟିରେ ଓଲଟିଲା ସୁରଟରୁ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌

ଫୁଲବାଣୀ: ଗୁଜରାଟର ସୁରଟରୁ ଏକ ବସ ଯୋଗେ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟି ନିକଟସ୍ଥ ଅନ୍ଧାରକୋଟରେ ଏହି ଯାତ୍ରୀବାହି ବସଟି ଓଲଟି ପଡ଼ିଛି । ଏହି ବସଟି ଗଞ୍ଜାମ ଅଭିମୁଖେ…

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି ।…

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି । ଏଥିରେ ଏୟାର ଇଣ୍ଡିଆ ଏବଂ  ଆଲାଏନ୍ସ…

କରୋନା ଯୋଦ୍ଧାଙ୍କୁ ଭାରତର ପ୍ରଣାମ

ନୂଆଦିଲ୍ଲୀ: କୋଭିଡ଼ ଯୋଦ୍ଧାଙ୍କ ସହଯୋଗରେ ଭାରତ କରୋନା ଭୂତାଣୁ ମହାମାରୀ ବିରୋଧରେ ତାର ଯୁଦ୍ଧ ସଫଳତାର ସହ ଲଢ଼ି ଚାଲିଛି । ଭାରତୀୟ ବାୟୁସେନା (ଆଇଏଏଫ) କରୋନା ବିରୋଧୀ ଏହି ଲଢ଼େଇରେ ଜାତୀୟ ପ୍ରୟାସରେ ସାମିଲ ହୋଇ ନିଜର ଯୋଗଦାନ ଦେଇଚାଲିଛି । ଉଭୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଲୋକ ଏବଂ…

ବଲାଙ୍ଗିର ଛୁଇଁଲା କରୋନା: ରାଜ୍ୟରେ ୧୪୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଶୁକ୍ରବାର ଦିନ ରାଜ୍ୟରେ ଆଉ ୪ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥର କରୋନା କବଳକୁ ଆସିଛି ଓଡ଼ିଶାର ବାଲାଙ୍ଗୀର ଜିଲ୍ଲା। ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇ…

ଓଡ଼ିଶାର ଏହିସବୁ ଜିଲ୍ଲା ଅରେଞ୍ଜ ଓ ରେଡ୍ ଜୋନରେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ନିକଟ ଅତୀତରେ ରେଡ୍ ଜୋନ ଭାବେ ପରିଚିତ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସାମିଲ ହୋଇଛି। ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବର୍ଗୀକରଣ କରାଯାଇଛି। ଏହି ବର୍ଗୀକରଣ ଅନୁଯାୟୀ…

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ..

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଆସନ୍ତୁ ଆମେ ଜାଣିବା ଚନ୍ଦନ ଯାତ୍ରା ବିଷୟରେ। ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେତୁ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ବାଲେଶ୍ଵରରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ରହିିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ବାଲେଶ୍ଵରରୁ ଶୁକ୍ରବାର ଦିନ ଜଣେ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏପରିକି ତାଙ୍କର କୋଲକାତା ଲିଙ୍କ ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। https://twitter.com/IPR_Odisha/status/1256051119547133952?s=19…

ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ର ମୁକାବିଲା ଲାଗି କେନ୍ଦ୍ର ସରକାର ଯାତାୟତ ଉପରେ ୪୦ଦିନ ଲାଗି ସମ୍ପୂର୍ଣ୍ଣ ନିଷେଧାଦେଶ ଜାରିକରିବା ଯୋଗୁ ଦେଶ ଭିତରେ କାମକରୁଥିବା ବିଭିନ୍ନ ରାଜ୍ୟର ଶ୍ରମିକ କାର୍ଯ୍ୟ ହରାଇ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଉପାୟଶୂନ୍ୟ ହୋଇ ଅଟକି…