ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !
ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍ ତଦନ୍ତର…