ବିହାର ବିଜେପି କାର୍ଯ୍ୟାଳୟରେ କରୋନା; ୨୪ ନେତା ସଂକ୍ରମିତ
ପାଟନା: ବିହାରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିହାର ବିଜେପି କାର୍ଯ୍ୟାଳୟରେ ୨୪ ନେତା ସଂକ୍ରମିତ ହୋଇଛନ୍ତି।
ଏଏନଆଇ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଗତକାଲି ପ୍ରାୟ ୧୧୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରେ ପାଖାପାଖି ୨୪ ଜଣଙ୍କ ରିପୋର୍ଟ…