Latest Odisha News

BREAKING NEWS

ମାଟିର ମଣିଷ ମନୁଆ ପାଢ଼ୀ

ମାଟିର ମଣିଷ ମନୁଆ ପାଢ଼ୀ ବିନୟ ଭୂଷଣ ପାଣିଗ୍ରାହୀ ପାଟଣା ସାହି ବଜାର ବିଗତ ଦୁଇ ଦଶନ୍ଧି ଭିତରେ ବଢ଼ିବଢି ଏତେବଡ଼ ହେଇ ଯାଇଛି ଯେ ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି। ନ'ନମ୍ବର ରାଜ୍ୟ ରାଜପଥ ଉପରେ ହେଇଥିଲେ ମଧ୍ୟ ମଫସଲି ଗ୍ରାମ ପରିବେଷ୍ଟିତ ଏ ଅଞ୍ଚଳ ଦିନେ ଏତେ ବିକଶିତ ହେଇଯିବ ବୋଲି…

ସମ୍ବଲପୁରରେ ୪୫ ଡ଼ିଗ୍ରୀ ଛୁଇଁଲା ପାରଦ, ଅସହ୍ୟ ଉତ୍ତାପରେ ହନ୍ତସନ୍ତ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଏହାବ୍ୟତୀତ, ମଙ୍ଗଳବାର ଦିନ ଓଡ଼ିଶାର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ…

‘ସୋଆ ସମର ଟେକ୍ନୋ କ୍ୟାମ୍ପ’ରେ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ଆହରଣ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଚଳିତ ମାସ ଆୟୋଜିତ ଦୁଇଟି ପୃଥକ ପୃଥକ ସମର ଟେକ୍ନୋ କ୍ୟାମ୍ପରେ ଓଡ଼ିଶାର ବିଭିନ୍ନ ସ୍କୁଲ୍ର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଭାଗ ନେଇ ବିଶ୍ୱରେ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଜ୍ଞାନ ଆହରଣ…

ଓଲିଉଡର ‘ରଜ’ ରିଲିଜ: ଧମାଲ କରିବ ୪ ଓଡିଆ ଫିଲ୍ମ

ଭୁବନେଶ୍ୱର : ଖୁବଶୀଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚାରି ଚାରିଟି ଓଡିଆ ଫିଲ୍ମ । ଏହି ସବୁ ଚଳଚ୍ଚିତ୍ର ଗୁଡିକ ରଜ ଅବସରରେ ରିଲିଜ ହେବାକୁ ଥିବାବେଳେ ଏହା ରଜ ବଜାରକୁ ଅଧିକ ସରଗରମ କରିବ ବୋଲି ସିନେପ୍ରେମୀମାନେ ମତ ଦେଇଛନ୍ତି । ଜାଣନ୍ତୁ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର…

ସମ୍ବଲପୁର ମୁଣ୍ଡକାଟ ହତ୍ୟା ଘଟଣା: ସମ୍ପର୍କୀୟ ଭାଇକୁ ଗିରଫ କଲା ପୋଲିସ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର କେଇ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଉଜ୍ଜଳ ମୁଣ୍ଡା ଏବଂ ସେ ମୃତ ସତ୍ୟନାରାୟଣଙ୍କ…

ଦେହ

ଦେହ ଭାରତ ମାଝୀ ଇଏ ଜମି, କୋଇଲା ଖଣି, ବକ୍ସାଇଟ୍ ମାଳି ଏପରିକି ମଂଗଳ କି ଚଂଦ୍ରପୃଷ୍ଠ ନୁହେଁ ଯେ କରିନେବ ଅଧିଗ୍ରହଣ, ବାବୁ, ଏଇଟା ଦେହ, ଇଏ ତମ ମାଲିକାନାକୁ କରେନା ପରବାୟ! ସେ ତା'ର ବୁଝିବ ଯମୁନା କୂଳରେ ଭଣଜାକୁ ଦବ ନା ପାଂଚ ଜଣଂକୁ ପାଳି କରି, ମଂତ୍ର ଫୁଂକି…

ମିଳିଲା ନିଖୋଜ ବାୟୁସେନା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷକୁ ଅରୁଣାଚଳ ପ୍ରଦେଶରେ ଠାବ କରାଯାଇଥିବା ନେଇ ଏଏନଆଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ବିମାନଟି ଜୁନ୍ ୩ ତାରିଖରେ ନିଖୋଜ ହୋଇଯାଇଥିଲା। ପୂର୍ବରୁ ଉକ୍ତ ନିଖୋଜ ବିମାନ ସମ୍ପର୍କୀତ ତଥ୍ୟ କେହି ପ୍ରଦାନ…

ଏଣିକି ସାହିତ୍ୟ ଅକାଦେମି ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର / ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଏଣିକି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ମଧ୍ୟ ଘୋଷଣା କରାଯିବ । ଅକାଦେମି ସଚିବ କେ. ଶ୍ରୀନିବାସନ୍‍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି । ସାହିତ୍ୟ ଅକାଦେମି ପ୍ରତିବର୍ଷ…

ବାତ୍ୟା ଲାଗି ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୋଦୀଙ୍କୁ ନବୀନଙ୍କ ଅନୁରୋଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କୁ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ଲାଗି ୫୦୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ…

ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ସ୍ଥିତ ବିଦ୍ୟାସାଗର କଲେଜରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କରିଛନ୍ତି । ସୂଚନାଯାଗ୍ୟ, ମେ’ ୧୪ ତାରିଖରେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଶୋ’…