Latest Odisha News

BREAKING NEWS

ସାମୁଦ୍ରିକ ବାତ୍ୟା ‘ଫନି’: ଓଡିଶା ଲାଗି କେନ୍ଦ୍ରର ଆଗୁଆ ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ମୁହାଁ ହୋଇ ମାଡି ଆସୁଥିବାବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଓଡିଶା ଲାଗି ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ଓଡିଶା ସମେତ ୪ଟି ରାଜ୍ୟକୁ ୧୦୮୬ କୋଟି ଟଙ୍କାର ଅଗ୍ରୀମ ଅର୍ଥ ରାଶି ରାଜ୍ୟ ବିପର୍ଯ୍ୟୟ…

ଉଗ୍ରରୂପ ଧାରଣ କଲା ବାତ୍ୟା ‘ଫନି’, ତିତଲୀଠାରୁ ଅଧିକ ବିପଜ୍ଜନକ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ମଙ୍ଗଳବାର ଦିନ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ, ବାତ୍ୟା ‘ତିତଲି’ ଠାରୁ ଅଧିକ ବିପଜ୍ଜନକ ହେଉଛି ଓଡ଼ିଶାକୁ ମାଡ଼ି ଆସୁଥିବା ବାତ୍ୟା ‘ଫନି’ । ଗତ ଅକ୍ଟୋବର ମାସରେ ଆନ୍ଧ୍ର ଉପକୂଳବର୍ତ୍ତୀ ଶ୍ରୀକାକୁଲମରେ ସ୍ଥଳପଥ ଛୁଇଁଥିବା ‘ତିତଲି’…

ଭଦ୍ରକରେ ବିଷାକ୍ତ ମଦ ପିଇ ୪ ମୃତ, ୨୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହାଡି ବ୍ଲକ୍ ଅନ୍ତର୍ଗତ ନିମେଇ ସାହିରେ କିଛି ବ୍ୟକ୍ତି ବିଷାକ୍ତ ମଦ ପିଇ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧ରୁ ଅଧିକ ଗୁରୁତର ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ…

ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ

ନିକଟରେ ମର୍ଯ୍ୟାଦାବନ୍ତ ଶାରଳା ପୁରସ୍କାର ପାଇଥିବା ବନଜ ଦେବୀ ଓଡ଼ିଆ ସାହିତ୍ୟର ଅନ୍ୟତମ ଯଶସ୍ୱୀ ଲେଖିକା । ଜନ୍ମ: ୧୦ ଅଗଷ୍ଟ ୧୯୪୧ । ଜନ୍ମସ୍ଥାନ ଭଦ୍ରକ । ବାପାଙ୍କ ପୈତୃକ ଗ୍ରାମ ପୋଷଲ, ହାକପଡ଼ା, ଜିଲ୍ଲା ପୁରୀ ହୋଇଥିଲେ ହେଁ ପୁରୀର ସ୍ଥାୟୀ ବାସିନ୍ଦା । ବାପା: ବିଶ୍ୱନାଥ ପଟ୍ଟନାୟକ,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୩୦-୦୪-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୩୦ ମଙ୍ଗଳବାର ମେଷ ୧୭ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ପୂର୍ବଭାଦ୍ର ପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ମକର ରାଶିର ଘାତ ବାର…

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି, ମେ ୧ ତାରିଖରୁ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରାରେ କ୍ରମେ ହ୍ରାସ ଘଟିବ ବୋଲି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ । ସୋମବାର ଦିନ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ…

ପାଟକୁରା ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ, ସାବିତ୍ରୀ ଅଗ୍ରୱାଲାଙ୍କୁ ମିଳିଲା ବିଜେଡ଼ି ଟିକେଟ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପାଟକୁରା ଆସନରେ ଦଳର ପ୍ରାର୍ଥୀ…

ବାପା: ଏକ ଗ୍ରୀଷ୍ମଗୀତ

ବାପା: ଏକ ଗ୍ରୀଷ୍ମଗୀତ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ଖରାନାହିଁ ,ନାହିଁ ବର୍ଷା, ଶୀତ କି ଶରତ, ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ ଦଦରା କୁମ୍ଭପକା ଗାମୁଛା ଖଣ୍ଡେ ବିତିଲା ବସନ୍ତ , ଝାଳରେ ଲେସି ହୋଇ ଯାଇଥିବା ରାମାନନ୍ଦି ତିଳକ ପରି ଧରାର କପାଳ , ବାପାଙ୍କ କାନ୍ଧରେ ଝୁଲେ…

ଭୋଟରଙ୍କୁ ପ୍ରବର୍ତ୍ତାଇ ଗିରଫ ହେଲେ ପୋଲିଂ କର୍ମଚାରୀ, ଦେଖନ୍ତୁ ଭିଡିଓ

ଗୋପ : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଣେ ପୋଲିଂ କର୍ମଚାରୀ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ବୁଥ୍ ନଂ ୧୨୭ରେ । ମିଳିଥିବା ସୂଚନାନୁଯାୟୀ…

ଆଉଥରେ ଫୁଟିଲା ‘ରକ୍ତ ଗୋଲାପ’

ଭୁବନେଶ୍ୱର : ୭୦ ଦଶକର କ୍ଲାସିକ୍ ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ରାଜଧାନୀରେ ଥିବା ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ (ଏଫଜେଏଫ୍) ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଜୟଦେବରେ ପ୍ରଦର୍ଶନ ହେଉଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ସହିତ ସମ୍ପୃକ୍ତ ଥିବା କିଛି କଳାକାର ଓ କର୍ମଚାରୀଙ୍କୁ ଫୋରମ୍…