Latest Odisha News

BREAKING NEWS

ବିଜେଡିରେ ମିଶିଲେ ବିଜେପି ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରିୟବ୍ରତ ମାଝି

ବାରିପଦା : ଓଡିଶା ବିଜେପି ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଡ଼ଃ ପ୍ରିୟବ୍ରତ ମାଝି ଗୁରୁବାର ଦିନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀର କଳବଦିଆ ଠାରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି । କଂଗ୍ରେସର ପୂର୍ବତନ ଖୁଣ୍ଟା ବ୍ଲକ୍ ଅଧ୍ୟକ୍ଷ ଗଙ୍ଗାଧର ହେମ୍ବ୍ରମ୍ ଏବଂ ବିଜେଡି…

ପୁରୀରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ଭେଟେରାନ୍ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଅନେକ ଦିନ ପୂର୍ବରୁ ମିଥୁନ ପୁରୀ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ମନସ୍ଥ କରିଥିଲେ । ପୁରୀରେ ଗୁରୁବାର ଦିନ ତାଙ୍କ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲଙ୍କ ସମେତ ୩ ହେଭିୱେଟ୍ ନେତା

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଦଳର ୨ ବରିଷ୍ଠ ନେତା ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ହେଭିୱେଟ୍ ନେତାମାନେ ଏପ୍ରିଲ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଏହି…

ବଲାଙ୍ଗିରରେ ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ନିକଟ ପୁଡ଼ାପାଲି ଗ୍ରାମରେ ଜଣେ ନବଜାତ ଶିଶୁକୁ କିଛି ବୁଲା କୁକୁର ଝୁଣି ଖାଉଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ନବଜାତକ ଶିଶୁଟି ରାସ୍ତାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ…

ଓଡିଶାରେ ରାଜନାଥ, ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୨୯ ତାରିଖରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଗସ୍ତସୂଚୀ ଅନୁଯାୟୀ ସେ ସକାଳ ସାଢେ ୧୦ ସମୟରେ ଯାଜପୁର ଜିଲ୍ଲା…

ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଜଳାର୍ଣ୍ଣବ ହେଲା ଗାଁ

ଭବାନୀପାଟଣା : ଇନ୍ଦ୍ରାବତୀ କେନାଲର ଡାହାଣ ପାଖରେ ବୁଧବାର ଦିନ ଘାଇ ସୃଷ୍ଟି ହେବା ଫଳରେ କଳାହାଣ୍ଡି ଜିଲ୍ଲାର ପଣ୍ଡି ଗ୍ରାମରେ ଜଳ ପ୍ରବେଶ କରିଛି । ପଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡଛନ୍ତି । ମିଳିଥିବା ସୂଚନାନୁଯାୟୀ ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ପ୍ରାୟ ରାତି ଗୋଟାଏ…

ଓଡିଶାର ୯ଟି ବୁଥରେ ସାନି ମତଦାନ ଆରମ୍ଭ

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ୯ଟି ବୁଥରେ ଗୁରୁବାର ଦିନ ସାନି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଆହୁରି ମଧ୍ୟ ଇଭିଏମ୍ ତ୍ରୁଟି ଯୋଗୁଁ ସାନି ମତଦାନ ଆରମ୍ଭ ହୋଇଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୧୨୯,…

ଶୀତଲ ସାହୁ ହେଲେ ‘ମିସ୍ ଓଡ଼ିଶା’, ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଉପରେ ଏବେ ନଜର୍

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ବାସିନ୍ଦା ଶୀତଲ ସାହୁ ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କଲେ । ଏବେ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫବିବି କଲର୍ସ ‘ଫେମିନା ମିସ୍ ଇଣ୍ଡିଆ’ ଟାଇଟଲ୍ ପ୍ରତିଯୋଗିତାରେ ସେ ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଲାଗି ଅଂଶଗ୍ରହଣ କରିବେ । କୋଲକାତାଠାରେ ବୁଧବାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୫-୦୪-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୫ ଗୁରୁବାର ମେଷ ୧୨ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଷଷ୍ଠି ଭୁକ୍ତ ସପ୍ତମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ତୁଳା ଓ…

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତିଲେ ଦୂତୀ ଚାନ୍ଦ

ଦୋହା: ଓଡ଼ିିଆ ଦୌଡ଼ରାଣୀ ଦୂତୀ ଚାନ୍ଦ କାତ୍ତାର ରାଜଧାନୀ ଦୋହାଠାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୂତୀ ଏହି ୨୦୦ ମିଟର ଫାଇନାଲ ଅତିକ୍ରମ କରିବାକୁ ୨୩. ୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅକ୍ତିଆର କରିପାରିଥିଲେ ।…