ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ସର୍ବନିମ୍ନ ଜମାରାଶି ଉପରୁ ହଟିଲା ଶୁଳ୍କ
ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏହାର ସେଭିଙ୍ଗସ୍ ଆକାଉଣ୍ଟଧାରୀଙ୍କ ପାଇଁ ସର୍ବନିମ୍ନ ଜମାରାଶି ଉପରୁ ଶୁଳ୍କ ହଟାଇଦେଇଛନ୍ତି ।
ଏହାପୂର୍ବରୁ ଆକାଉଣ୍ଟଧାରୀମାନଙ୍କୁ ଯଥାକ୍ରମେ ମେଟ୍ରୋ, ସେମି ସହରାଞ୍ଚଳ ଏବଂ…