Latest Odisha News

BREAKING NEWS

ରାଜଧାନୀରେ ୩ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଖଲିଖମା ଅଞ୍ଚଳ ନିକଟରେ ମଙ୍ଗଳବାର ଦିନ ଏକ ୩ ବର୍ଷର ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ଜନସାଧାରଣ ଏହି ନାବାଳିକାର ମୃତଦେହ ପ୍ରଥମେ ଦେଖି ପୋଲିସକୁ ଜଣାଇଥିଲେ । ଖବରପାଇ ପୋଲିସ…

ବିରାଟଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ୨୫୧ରନର ବିଜୟ ଲକ୍ଷ୍ୟ

ନାଗପୁର: ଆଜି ନାଗପୁରଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୨ୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ ତମ ଶତକ ହାସଲ କରିଛନ୍ତି । Take a bow #KingKohli ??#INDvAUS pic.twitter.com/x5vvfXhA1d — BCCI (@BCCI) March 5, 2019 ଭାରତ…

ଭୁବନେଶ୍ୱର ଏୟାରପୋର୍ଟରେ ଘରୋଇ ଯାନବାହନ ପାଇଁ ଲାଗିବନି ପାର୍କିଂ ଫି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଏପ୍ରିଲ୍ ୧ ତାରିଖରୁ ଘରୋଇ ଗାଡିଗୁଡିକୁ ପାର୍କିଂ ଶୁକ୍ଲ ଦେବାକୁ ପଡିବ ନାହିଁ । ମିଳିଥିବା ସୂଚନାନୁଯାୟୀ ଯାତ୍ରୀଙ୍କୁ ପିକଅପ୍ କିମ୍ବା ଡ୍ରପ୍ କରିବାକୁ ବିମାନ ବନ୍ଦର ଆସୁଥିବା ସମସ୍ତ ଘରୋଇ ଗାଡିକୁ ଏପ୍ର୍ରିଲ୍ ୧ ତାରିଖ…

ରାହୁଲଙ୍କ ଓଡିଶା ଗସ୍ତସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଓଡିଶା ଗସ୍ତରେ ଆସିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି,…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ୪ ସପ୍ତାହ ସୁଦ୍ଧା ସବୁ ପକ୍ଷ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କୀତ ୧୨ଟି ପ୍ରସଙ୍ଗରେ ସମସ୍ତ ପକ୍ଷ ସେମାନଙ୍କ ଜବାବ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ଗଠିତ ଖଣ୍ଡପୀଠରେ…

ଜମ୍ମୁ କାଶ୍ମୀର: ତ୍ରାଲରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ମଙ୍ଗଳବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବାଲୁକାକଳାରେ ‘ପ୍ରବାଦ ପୁରୁଷ ବିଜୁବାବୁ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୩ ତମ ଜନ୍ମ ବାର୍ଷିକୀ । ସେ ଏକାଧାରାରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ।…

ବାରିପଦା ଆଶ୍ରମ ଗୃହରୁ ଛାତ୍ରୀଙ୍କ ମୃତ୍ୟୁଦେହ ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରାସଗୋବିନ୍ଦପୁର ଆଶ୍ରମଗୃହରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଆଶ୍ରମ ଗୃହର କର୍ତ୍ତୃପକ୍ଷମାନେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ…

ମାଲକାନଗିରି: ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ୨ଜଣ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ଜଣ କର୍ମଚାରୀ କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର

କ୍ୟାନସରରୁ ସୁସ୍ଥ ହୋଇ ନୂଆ ଅନ୍ଦାଜରେ ଫେରୁଛନ୍ତି ଇରଫାନ୍ …

ମୁମ୍ବାଇ : ବଲିଉଡ଼ ଜଣାଶୁଣା କଳାକାର ଇରଫାନ ଖାନ ନିକଟରେ ସୁସ୍ଥ ହୋଇ ଭାରତ ଫେରିଛନ୍ତି । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟକୁ ଜିତିଥିବା ଇରଫାନ୍ ଘରକୁ ଫେରିବା ପରେ ତାଙ୍କ ଆଗାମୀ ଫିଲ୍ମ କ’ଣ ହେବ, ସେନେଇ ଚର୍ଚ୍ଚା ଚାଲିଛି । ୫୨ ବର୍ଷୀୟ ଏହି ଅଭିନେତା ଖୁବ ଶୀଘ୍ର ଫିଲ୍ମ