Latest Odisha News

BREAKING NEWS

ମାର୍ଚ୍ଚ ୮ରେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମାର୍ଚ୍ଚ ୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ । ଏନେଇ ଶନିବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ…

ସ୍ୱଦେଶ ଫେରିଲେ ବୀର ଅଭିନନ୍ଦନ, ବାୟୁସେନା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସ୍ୱଦେଶକୁ ଫେରିଲେ ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ । ଅଭିନନ୍ଦନ ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ରହିବା ପରେ ଆଜି ପାକିସ୍ତାନ-ଭାରତ ସୀମା ଅଟ୍ଟାରୀସ୍ଥ ୱାଘା ବୋର୍ଡ଼ର୍ ଚେକ୍ ପୋଷ୍ଟରେ ପହଞ୍ଚିଛନ୍ତି । ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଅପରାହ୍ନରେ ଅଭିନନ୍ଦନଙ୍କୁ…

ଝାରସୁଗୁଡ଼ା: ଓଡ଼ିଶାର ୨ଟି ବୃହତ ତାପଜ ବିଜୁଳି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ବରହରପାଲି ଷ୍ଟେସନରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ଇବ୍ ଥର୍ମାଲ୍ ପାୱାର ୩ୟ ଓ ୪ର୍ଥ ୟୁନିଟ୍ ତାପଜ ବିଜୁଳି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । “୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି…

ମାସୁଦ ଆଝାର୍ ରହିଥିବା ନେଇ ପାକିସ୍ତାନ ଶେଷରେ ସ୍ୱୀକାର କଲା

ଇସଲାମାବାଦ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ପାକିସ୍ତାନରେ ରହିଥିବା ସ୍ପଷ୍ଟ କରିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ । ମାସୁଦ ଆଝାର ଏବେ ଅତ୍ୟନ୍ତ ଅସୁସ୍ଥ ରହିଥିବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ସୂଚନା ପ୍ରଦାନ…

ଫେରୁଛନ୍ତି ଅଭିନନ୍ଦନ, ୱାଘା ବର୍ଡ଼ରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା କବଳିତ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରୁଛନ୍ତି । Defence forces to remain on high alert across the border despite IAF pilot’s return: Sources Read @ANI Story |…

ମାର୍ଚ୍ଚ ୩ରୁ ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟରେ ତିନିଦିନ ଧରବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଶୁକ୍ରବାର ଦିନ ଗଣମାଧ୍ୟମକୁ…

ଭିମସାରରେ ମୁଖ୍ୟମନ୍ତ୍ରୀ ଭେଟିଲେ ଆହତ ଯବାନଙ୍କୁ

ସମ୍ବଲପୁର : ଝାରସୁଗୁଡା ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ (ଓଏସଏପି) ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବୁର୍ଲାସ୍ଥିତ ଭିମସାର୍ ମେଡିକାଲରେ ଭେଟିଛନ୍ତି । ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଦ୍ୱିପ୍ରହର ସମୟରେ…

କୋରାପୁଟ: ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪ ଗିରଫ

କୋରାପୁଟ : ଫେବୃଆରି ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ଶୁକ୍ରବାର ଦିନ ପୋଲିସ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ ଉକ୍ତ ଅଞ୍ଚଳର ଏକ ଜେରକ୍ସ…

କେନ୍ଦ୍ରାପଡାରେ ଯୁବକଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନପୁର ଛକରେ ଗୁରୁବାର ରାତିରେ ୁ ଗୁଳିମାଡ ଭଳି ଅଭାବନୀୟ ଘଟଣା ଘଟିଛି । ଏହି ଗୁଳିକାଣ୍ଡରେ ପ୍ରଶାନ୍ତ ବାରିକ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଫଳରେ ସେ ଗୁରୁତର ଆହତ…

ଝାରସୁଗୁଡାରେ ଦୁର୍ଘଟଣାଗ୍ରସ୍ତ ମୃତ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ଠାରେ ଶୁକ୍ରବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଯବାନ ନିହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ…