ଆସନ୍ତାକାଲି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ମିଳିତ ଶିକ୍ଷକ ମଞ୍ଚର ଚେତାବନୀ
ଭୁବନେଶ୍ୱର : ଓଡିଶା ସ୍କୁଲ ଆଣ୍ଡ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ତତ୍ୱାବଧାନରେ ଶିକ୍ଷକମାନେ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପାଇଁ ବୁଧବାର ଦିନ ଚେତାବନୀ ଦେଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ କର୍ମଚାରୀମାନେ ନିଜର ଦାବି ପୂରଣ ନେଇ ଲୋୟର…