ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଯୋଗେଶ ସିଂହ
ଭୁବନେଶ୍ୱର : ସୁନ୍ଦରଗଡ଼ ପୂବର୍ତନ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।
ଯୋଗେଶ ସିଂହ ନିଜର ସମର୍ଥକଙ୍କ ଗହଣରେ ଆସି ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ…