Latest Odisha News

BREAKING NEWS

ନିକିତା ମୃତ୍ୟୁ ଘଟଣା: ଥାନାରେ ହାଜର ହେବାକୁ ଶାଶୁ-ଶ୍ୱଶୂର ଅଧିକ ଦିନ ସମୟ ମାଗିଲେ

କଟକ: ଓଡ଼ିଆ ଟିଭି ଅଭିନେତ୍ରୀ ନିକିତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହେବା ପରଠାରୁ ଫେରାର ରହିଥିବା ନିକିତାଙ୍କ ଶାଶୁ-ଶ୍ୱଶୂର ଅସୁସ୍ଥତା ଯୋଗୁଁ ଥାନାରେ ହାଜର ହେବାକୁ ଆଉ ଅଧିକ ଦିନ ମାଗିଛନ୍ତି । ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ନିଜର ପୈତୃକ ବାସଭବନରେ ଛାତରୁ ଖସିପଡ଼ି ମୃତ୍ୟୁ…

ରେଙ୍ଗାଳୀ ଡ୍ୟାମରୁ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ମାଙ୍କଡ଼ଚୁଆ ଗାଁରୁ ବୁଧବାର ଦିନ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ଏହି କଲରାପତିଆ ବାଘଟିର ମୃତଦେହ ଦେଖିବା ପରେ ତୁରନ୍ତ ବନବିଭାଗର…

ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏନଆଇଏ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର : ୨୦୦୮ ବ୍ୟାଚ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଖୁବଶୀଘ୍ର ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ଏସପି ଭାବେ ନିଯୁକ୍ତ ହେବେ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୪ବର୍ଷ ଲାଗି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବାତିଲ ହେଲା ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବୁଧବାର ଦିନ ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାକୁ ବାତିଲ କରିଛନ୍ତି । ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ଅଭିଯୋଗ ହେବା ପରେ ବିଏସଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।…

କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ ଦାସ, ଜାନୁଆରୀ ୨୪କୁ ସମସ୍ତଙ୍କ ନଜର

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବୁଧବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ମାଲକାନଗିରି: ପ୍ରେମ ସମ୍ପର୍କ ଲାଗି ଯୁବକଙ୍କୁ ହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଅନ୍ତର୍ଗତ କଦମଗୁଡା ନିକଟରେ ବୁଧବାର ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମ ସମ୍ପର୍କ ଲାଗି ସମ୍ପୃକ୍ତ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ମୃତକଙ୍କ ନାମ ପବିତ୍ର ଖୀଲ(୧୯) ବୋଲି…

ସୋସିଆଲ ମିଡିଆରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ‘ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ’ ପ୍ରଶ୍ନପତ୍ରର ଏକ ଫଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ବୁଧବାର ଦିନ ୨ଟି…

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ

ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା ପରେ…

ସ୍ଥଗିତ ରହିଲା ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆରେ ଛାଡିବା ନିଷ୍ପତ୍ତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଥିଲା ବେଳେ ତାକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡା ଯିବାର…

ଆଜି ପବିତ୍ର ‘ଶାମ୍ବ ଦଶମୀ’, ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ…