ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ଓଡିଶାର ସୁଧୀ ରଞ୍ଜନ ମହାନ୍ତି ନିଯୁକ୍ତ
ଭୁବନେଶ୍ୱର : ଚଳିତ ବର୍ଷ ଅନ୍ତିମ ସୋପାନରେ ପହଞ୍ଚିବା ସହିତ ପୁଣି ଜଣେ ଓଡିଆ ବ୍ୟୁରୋକ୍ରାଟ ପ୍ରଶାସନିକ କ୍ଷେତ୍ରରେ ଏକ ଶୀର୍ଷସ୍ଥାନ ଗ୍ରହଣ କରିବାକୁ ଯାଉଛନ୍ତି । ୧୯୮୨ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା ଓଡିଆ ବ୍ୟୁରୋକ୍ରାଟ ସୁଧୀ ରଞ୍ଜନ ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ସଚିବ ଭାବେ ନିଯୁକ୍ତ…