ଭାରତୀୟ ବଜାରରେ ଉପଲବ୍ଧ ହେଲା ‘ରେଡମୀ ନୋଟ୍୬ ପ୍ରୋ’
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଞ୍ଚ ହେଲା ସାଓମିର ନୂଆ ରେଡମୀ ନୋଟ୍୬ ପ୍ରୋ । ରେଡମୀ ନୋଟ୍ ୫ ପ୍ରୋର ସଫଳତା ପରେ କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନକୁ ବଜାରକୁ ଛଡାଯାଇଛି ।
ଏହି ସ୍ମାର୍ଟଫୋନରେ ୪ଟି କ୍ୟାମେରା ରହିଛି, ଡୁଆଲ୍ ଫ୍ରଣ୍ଟ କ୍ୟାମେରା ଓ ଡୁଆଲ୍ ରିୟର କ୍ୟାମେରା ରହିଛି ।…