Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଟିଂର…

‘ହେଲୋ ହେଲୋ’ରେ ଜଲୱା ଦେଖାଇବେ ମଲାଇକା

ଅନେକ ବ୍ୟବଧାନ ପରେ ବଡ ପରଦାକୁ କମବ୍ୟାକ୍ କରୁଛନ୍ତି ମଲାଇକା । ‘ପଟାଖା’ ନାମକ ଫିଲ୍ମର ଏକ ଗୀତରେ ସେ ନିଜର ହଟ୍ ଲୁକରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବିଶାଳଙ୍କ ଏହି ଫିଲ୍ମରେ ଆଇଟମ ନମ୍ବର ରଖାଯାଇଛି । ‘ହେଲୋ…

କେରଳ ବନ୍ୟା: ସହାୟତାର ହାତ ବଢାଇଲେ ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ : କେରଳ ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କେରଳ ସରକାର ତଥା ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ରାଜ୍ୟ ତଥା ଜନସାଧାରଣ ଅଣ୍ଟା ଭିଡିଛନ୍ତି । କେରଳକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାମିଲ ହୋଇଛନ୍ତି…

ରାଜଧାନୀରେ ଚାଞ୍ଚଲ୍ୟ: ସ୍କୁଲ ଖେଳପଡ଼ିଆରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ଏବେ ଦିନକୁ ଦିନ ଅପମୃତ୍ୟୁ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳେ ନୟାପଲ୍ଲୀର ଆଇ.ଆର.ସି ଭିଲେଜ ହାଇସ୍କୁଲ ପରିସରରେ ଥିବା ଖେଳପଡ଼ିଆରୁ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମିଳିଥିବା ସୂଚନାରୁ ପ୍ରକାଶ, ପ୍ରଥମେ କିଛି ସ୍ଥାନୀୟ ଲୋକେ…

ବିନିକା: ୧୨ ଘଣ୍ଟିଆ ବନ୍ଦ ପାଳନ, ସାଧାରଣ ଜୀବନଯାତ୍ରା ବ୍ୟାହତ

ସୋନପୁର : ସୋନପୁର ଜିଲ୍ଲାର ବିନିକାରେ ସ୍ଥାନୀୟ ଜନସାଧାରଣଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଛି ।…

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ବିନେଶ ଫୋଗଟ, ଜିତିଲେ ମହିଳା କୁସ୍ତିରେ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା : ଏସୀଆନ ଗେମ୍ସର ମହିଳା କୁସ୍ତିରେ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ବିନେଶ ଫୋଗଟ । ମହିଳା ୫୦କେଜି ଫ୍ରିଷ୍ଟାଇଲ୍ କୁସ୍ତି ବିଭାଗରେ ବିନେଶ ଫାଇନାଲରେ ଜାପାନୀ ଯୋଦ୍ଧା ୟୁକି ଇରୀଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ଭାରତ ଲାଗି ସ୍ୱର୍ଣ୍ଣ…

ଏସୀୟ କ୍ରୀଡ଼ା: ହକିରେ ଗୋଲ୍ ବର୍ଷା, ଭାରତ ଇଣ୍ଡୋନେସିଆକୁ ୧୭ଟି ଗୋଲ ଦେଲା !

ଜାକର୍ତ୍ତା : ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଶାୟୀ ଭାରତୀୟ ହକି ଦଳ ତା’ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଭାରତୀୟ ପୁରୁଷ ହକି ଦଳ ଆୟୋଜକ ଇଣ୍ଡୋନେସିଆଠୁଁ ୧୭-୦ ଗୋଲରେ ବିଜୟ ହାସଲ କରିଛି । ତେବେ ସବୁଠାରୁ ମଜାଦାର କଥା ହେଲା ଅପେକ୍ଷାକୃତ ଦୁର୍ବଳ ଦଳ ଇଣ୍ଡୋନେସିଆ…

ଭୁବନେଶ୍ୱର: କଳିଙ୍ଗନଗର କେ-୭ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : କଳିଙ୍ଗନଗର କେ-୭ ଅଂଚଳର ଶ୍ରୀୟା ମହିଳା ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀୟା ମହିଳା ସଂଗଠନ ଏବଂ ବିଜୁ ଯୁବବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ…

କେରଳ ବନ୍ୟା: ଦିନକର ଦରମା ଦାନ କଲେ ଆଇଏଏସ୍ ଓ ଆଇପିଏସ୍ ଅଫିସର

ଭୁବନେଶ୍ୱର : କେରଳରେ ବନ୍ୟାର ଭୟଙ୍କର ତାଣ୍ଡବ ପରେ ଏବେ ସେଠାକାର ଲୋକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ଅସହାୟତା ସମୟରେ କେରଳକୁ ସହାୟତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶାରେ କାର୍ଯ୍ୟରତ ସମସ୍ତ ଆଇଏସ୍ ଓ ଆଇପିଏସ୍ ଅଧିକାରୀ । ଲୋକମାନେ ଏହି…

ଡି ବ୍ରଦର୍ସ ଲିଙ୍କ୍: ସୁଶାନ୍ତ ଧଳସାମନ୍ତଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ

କଟକ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କୁ କଟକ ସିଜିଏମ୍ କୋର୍ଟ ଦଣ୍ଡ ଶୁଣାଣି କରିଛନ୍ତି । ସୂଚନା ଅନୁଯାୟୀ ଆଜି କୋର୍ଟ ଡି ଭ୍ରାତାଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏର ଶୁଣାଣି କରିଛନ୍ତି । ତେବେ ବେଆଇନ ବନ୍ଧୁକ ରଖିବା ଓ ଚଳାଇବା…