ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍
ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ - ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ ।
ମସ୍କୋର ଲୁସନିକ…