Latest Odisha News

BREAKING NEWS

ବହୁ ପ୍ରତୀକ୍ଷିତ ମହାନଦୀ ଟିବ୍ୟୁନାଲ୍ ଶୁଣାଣି ଆଜି

ନୂଆଦିଲ୍ଲୀ: ମହାନୀଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଦିନ ତାଙ୍କର ଚୂଡ଼ାନ୍ତ ଶୁଣାଣି କରିବେ । ମହାନଦୀ ଜଳ ବଣ୍ଟନକୁ ନେଇ ଛତିଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ପୂର୍ବରୁ ଆଲୋଚନା ଫଳପ୍ରଦ ହୋଇପାରିନଥିବା ବେଳେ ଏହା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଏସମ୍ପର୍କରେ ଟ୍ରୁିବ୍ୟୁନାଲ…

ଜୟପୁରରେ ଅବସରପ୍ରାପ୍ତ ପୋଲିସ ଅଫିସର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟଗଙ୍ଗା ନଗର ଅଞ୍ଚଳର ଏକ ଘର ମଧ୍ୟରୁ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପତ୍ନୀଙ୍କ ମୃତଦେହକୁ ଶନିବାର ଦିନ ପୋଲିସ ଜବତ କରିଛି । ମୃତକମାନେ ଅବସରପ୍ରାପ୍ତ ପୋଲିସ ଅଫିସର ଶେଖ ରେହମାନ ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି । ଉକ୍ତ…

ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପୋଲିସକୁ ଆକ୍ରମଣ କରି ସହିଦନଗର ଥାନା ଭିତରେ ପଶି ଭଙ୍ଗାରୁଜା କରିବା ଘଟଣାର ପ୍ରାୟ ସପ୍ତାହକ ପରେ ଏହାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ ପୋଲିସ ଶନିବାର ଦିନ ତାଙ୍କ ଭିଏସଏସନଗର ବାସଭବନରୁ ଗିରଫ କରିଛି । ପ୍ରକାଶ ତ୍ରିପାଠୀ ଏହି ଘଟଣାରେ ଗିରଫ ହେବା ପରେ…

ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସମେତ ୪ ଆହତ

ଅନୁଗୁଳ : ଅନୁଗୁଳ ଠାରୁ ପ୍ରାୟ ୧୫ କିମି. ଦୂର ଖଣ୍ଡନାଳ ନିକଟରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ଗାଡି ଦୁର୍ଘଟଣାଗସ୍ତ ହେବାରୁ ତାଙ୍କ ସହ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଯୋଗେଶ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ସୁନ୍ଦରଗଡରୁ ଅନୁଗୁଳ ଅଭିମୁଖେ…

ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ବୈଜୟନ୍ତ ଜୟ ପଣ୍ଡା ମାର୍ଚ୍ଚ ୪ ତାରିଖ ଦିନ ବିଜେପିରେ ଯୋଗଦାନ କରିଥଲେ । ନୂଆଦିଲ୍ଲୀଠାରେ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟିର ଜାତୀୟ ଉପସଭାପତି ତଥା ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି । ଏକ ଦଳୀୟ ବିଜ୍ଞପ୍ତିରେ କୁହାଯାଇଛି, “ ବିଜେପି ଅଧ୍ୟକ୍ଷ ଅମିତ ଶାହ ବୈଜୟନ୍ତ…

କପ୍ତାନ ବିରାଟଙ୍କ ଶତକ ବୃଥା, ରାଞ୍ଚି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଋାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଦିନ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଏହି ଦିନିକିଆରେ ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସନୀୟ ଶତକୀୟ ଇନିଂସ ବୃଥା ସାବ୍ୟସ୍ତ ହୋଇଛି । ଅଷ୍ଟ୍ରେଲିଆର ମଜବୁତ ଦଳୀୟ…

ଆଉ ୬୨୨ ଡ଼ାକ୍ତରଙ୍କ ନିଯୁକ୍ତି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୯୩୮ ଜଣ ଡ଼ାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ । ତେବେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଆଉ ୬୨୨ ଜଣ ଡ଼ାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏହାଫଳରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ୧୫୮୩…

ଆସନ୍ତା ୩-୪ ଦିନ ମଧ୍ୟରେ ପୁଣି ମରଣାନ୍ତକ ଆକ୍ରମଣ କରିବାକୁ ଜୈଶ-ଇ-ମହମ୍ମଦର ମସୁଧା: ଇଣ୍ଟେଲିଜେନ୍ସ ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଜମ୍ମୁର ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ପରି ଭାରତ ଉପରେ ଏକ ମରଣାନ୍ତକ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଣ୍ଟେଲିଜେନ୍ସ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।…

ଏବେ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟିକେଟ ଉପଲବ୍ଧ ହେବ: ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଏବର୍ଷ ଓଡ଼ିଶା ଦିବସରୁ ଓଡ଼ିଆ ଭାଷାରେ ମୁଦ୍ରଣ ହୋଇଥିବା ଅଣ ସଂରକ୍ଷିତ ଟିକେଟ ମିଳିପାରିବ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଓଡ଼ିଶା ମଧ୍ୟରେ ଥିବା ଇଷ୍ଟକୋଷ୍ଟ ରେଲୱେ, ଦକ୍ଷିଣପୂର୍ବ ରେଳପଥ ଏବଂ ଦକ୍ଷିଣ-ପୂର୍ବ-ମଧ୍ୟ ରେଲୱେ ଅଧିନରେ…

ମହିଳା ଦିବସ: ଭାରତୀୟ ନାରୀଙ୍କ ଅକ୍ତିଆରରେ ଏବେ ‘ଭୁପୃଷ୍ଠ ଓ ଆକାଶ’

ନୂଆଦିଲ୍ଲୀ : ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଭାରତୀୟ ରେଳବିଭାଗ ଓ ଏୟାର ଇଣ୍ଡିଆ ପକ୍ଷରୁ ମହିଳାଙ୍କୁ ସମ୍ମାନ ଜଣାଇ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । https://twitter.com/SydneyAirport/status/1103870130847531008 ମହିଳାମାନେ ଏବେ କୌଣସି କ୍ଷେତ୍ରରେ ପଛୁଆ…