Latest Odisha News

BREAKING NEWS

ମ୍ୟାଟ୍ରିକ୍ କପି ଘଟଣା: ୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କଲା ବିଏସଇ

କଟକ: ଏବେ ରାଜ୍ୟରେ ଚାଲିଥିବା ମ୍ୟାଟ୍ରିକ୍ ପରୀକ୍ଷାରେ ୩ଟି କେନ୍ଦ୍ରରେ ବ୍ୟାପକ କପି ହୋଇଥିବା ରିପୋର୍ଟ ପ୍ରସାରିତ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷାକୁ ବାତିଲ୍ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ହେଲୋ ଆର୍ସି’ ଶ୍ରେଷ୍ଠ ସିନେମା, ରବି ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’

ଭୁବନେଶ୍ୱର : ୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ଏଡିଟର୍ ରବି ଶଙ୍କର ପଟ୍ଟନାୟକଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ହେଲୋ ଆର୍ସିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।…

ସାରା ବିଶ୍ୱ ଦେଖିଲା ଭାରତର ପ୍ରଚଣ୍ଡ ଶକ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚୁରୁ (ରାଜସ୍ଥାନ): ରାଜସ୍ଥାନର ଚୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା ଏକ ସମୁଚିତ ପଦକ୍ଷେପ । ସମଗ୍ର ବିଶ୍ୱବାସୀ ଦେଖିଲେ ଭାରତ ପ୍ରଚଣ୍ଡ ଶକ୍ତି ବୋଲି…

ଜଳ ସଂରକ୍ଷଣ ଲାଗି କୋରାପୁଟକୁ ମିଳିଲା ପୁରସ୍କାର

କୋରାପୁଟ : କେନ୍ଦ୍ର ଜଳ ସମ୍ପଦ ବିକାଶ ମନ୍ତ୍ରୀ ନୀତିନ ଗଡକରି ସୋମବାର ଦିନ ଓଡିଶାର କୋରାପୁଟ ଜିଲ୍ଲାକୁ ଜଳ ସଂରକ୍ଷଣ ନିମନ୍ତେ ପୁରସ୍କୃତ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ ସମ୍ବିଧାନ କ୍ଲବ ପରିସରରେ ଥିବା ମାଭଲଙ୍କର ହଲର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍ଖାର ପ୍ରଦାନ କରାଯାଇଛି ।…

ଗଞ୍ଜାମ ଓ କନ୍ଧମାଳରେ ୩ ବ୍ଲକ୍ ସଭାପତିଙ୍କୁ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ୩ଟି ବ୍ଲକରେ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଦଳୀୟ ଅଧ୍ୟକ୍ଷ ଭାବେ ନବୀନ ଆଜି ଆଡଭୋକେଟ୍ ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି ।…

ପାକ୍ ସୀମାରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ସାଲ୍ୟୁଟ୍ ଜଣାଇଲେ ନବୀନ

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ନିକଟରେ ମଙ୍ଗଳବାର ଦିନ କରିଥିବା ଏୟାର ଷ୍ଟ୍ରାଇକକୁ ସାରା ଦେଶ ପ୍ରଶଂସା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁସେନାକୁ ସେମାନଙ୍କ ସାହସିକତା ଲାଗି ସାଲ୍ୟୁଟ୍ କରିଛନ୍ତି । ଏୟାର ଷ୍ଟ୍ରାଇକ୍ ପରେ…

ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକରେ ଆତ୍ମଘାତୀ ଆତଙ୍କବାଦୀଙ୍କ ସମେତ ବଡ଼ ଶିବିର ଧ୍ୱଂସ: ଭାରତୀୟ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାରେ ୪୨ ଜଣ ଭାରତୀୟ ଯବାନଙ୍କ ସହିଦ ହେବାର ପ୍ରତିଶୋଧରେ ଭାରତୀୟ ବାୟୁସେନା ୧୨ ଦିନ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଘାଟିରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ବାୟୁସେନାର ଏହି ଆକ୍ରମଣରେ ଜୈସ-ଇ-ଅହମ୍ମଦ ସମେତ ଅନେକ ଆତଙ୍କବାଦୀ ସଂଗଠନର ଦୁର୍ଦ୍ଦାନ୍ତ…

ବାୟୁସେନା ଆକ୍ରମଣରେ ୩୦୦ ଆତଙ୍କବାଦୀ ନିପାତ, ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣର ୧୨ ଦିନ ପରେ ମଙ୍ଗଳବାର ଦିନ ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଛି । ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁସେନାର ମିରେଜ ୧୨ଟି ୨୦୦୦ ଜେଟ୍ ବିମାନରେ ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ନିକ୍ଷେପ କରି…

ଆଜି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଆଦିବାସୀ ବହୁଳ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ,…

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଧ୍ୱଂସ କଲା ଆତଙ୍କୀ କ୍ୟାମ୍ପ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ କଡ୍ଡା ଜବାବ ଦେଲା ଭାରତ । ମଙ୍ଗଳବାର ଦିନ ଭୋର ସମୟରେ ୧୨ଟି ମିରେଜ ଜେଟ୍ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ବୋମା ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । Indian Air Force carried out aerial…