ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !
ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି…