ସେଲଟର ହୋମ୍ ଯୌନ ନିର୍ଯ୍ୟାତନା ମାମଲା: ସଂସ୍ଥାର ୨୨ଟି ଶାଖା ବନ୍ଦ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ୱର/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିଟଗିରିସ୍ଥିତ ସେଲ୍ଟର ହୋମରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ହେବା ପରେ ଶନିବାର ଦିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଏହି ସେଲଟର ହୋମ୍ ସରକାରଙ୍କ ବିନା ଅନୁମତିରେ ଚାଲୁଥିଲା ।
ଗଣମାଧ୍ୟମକୁ ସୂଚନା…