ଆସନ୍ତୁ ବୁଲିଯିବା ‘ଗୋଆ’ – ସୌନ୍ଦର୍ଯ୍ୟଭରା ନାରାୟଣୀ ମନ୍ଦିର
ଗୋଅାର ପାଣାଜୀରେ ମୋର ରହଣି ଧିରେ ଧିରେ୍ ଅାଗକୁ ବଢୁଥିଲା ଏବଂ ମୁଁ ପ୍ରତିଦିନ ନୂଅା ନୂଅା ସ୍ଥାନ ଦେଖିବାକୁ ପାଉଥିଲି ଏବଂ ନିଅାରା ଅନୁଭୂତି ବି ସାଉଁଟୁଥିଲି। ଏବେ ଅାମେ ରୁଦ୍ରେଶ୍ୱରଙ୍କ ଦର୍ଶନ ପରେ ଗୋଅାର ଦୁଇଟି ବଡ଼ ମନ୍ଦିର ଦେଖିବାର ସମୟ ହୋଇଯାଇଥିଲା। ପାଣାଜୀ ଠାରୁ ପ୍ରାୟ ୨୨ ରୁ…