Latest Odisha News

BREAKING NEWS

ଜୁନ୍ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଓଡିଶାରେ ମ୍ୟାଟ୍ରିକ୍ ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଥିବାବେଳେ ଜୁନ୍ ମାସ ଶେଷ ସପ୍ତାହ ବେଳକୁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ନିଷ୍ପତ୍ତି ଗ୍ରହଣ କରିଛି । “ଯେଉଁ ଛାତ୍ରମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନାହାନ୍ତି…

ଭାରି ଗରମ : ଜାରି ରହିବ ୩୦ ଯାଏଁ

ଭୁବନେଶ୍ୱର: ଫନି ଯିବା ପରଠାରୁ ବଢ଼ିଚାଲିଛି ପାରଦ । ଟକମକ ହୋଇ ଫୁଟୁଛି ଓଡ଼ିଶା । ଖରା ଓ ଗରମ ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ନାକେଦମ୍‍ କଲାଣି । ତଥାପି ଆଗାମୀ ୩୦ ତାରିଖ ଯାଏଁ ନିସ୍ତାର ନାହିଁ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସହରର ତାପମାତ୍ରା ୪୭ ଡିଗ୍ରୀ ଟପିଯିବ ବୋଲି…

ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ମ୍ୟାଟ୍ରିକ୍ ପରୀକ୍ଷା ଫଳ: ବାଜି ମାରିନେଲେ ଝିଅ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥର ମୋଟ୍ ପାସ୍ ହାର ୭୦.୭୮ ପ୍ରତିଶତ ରହିଥିବାନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ…

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ

କଟକ: ଆଜି (ମଙ୍ଗଳବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏକ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ରାଜ୍ୟ ସ୍କୁଲ ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୨୧-୦୫-୨୦୧୯ ମଙ୍ଗଳ ବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୧ ରିଖ ମଙ୍ଗଳବାର ବୃଷ ୭ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ମକର ରାଶିର ଘାତ ବାର ତୁଳା କୁମ୍ଭ…

ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ ର‌୍ୟାକେଟ୍, ୪ ଗିରଫ

ଭୁବନେଶ୍ୱର: ଅନ୍ୟ ଜଣଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ଉତ୍ତର ଲେଖୁଥିବା ଏକ ନକଲି ପରିକ୍ଷାର୍ଥୀ ର‌୍ୟାକେଟ ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଏକ ସ୍କୁଲରୁ ଧରିପାରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ପୋଲିସ ଦ୍ୱାର ଗିରଫ ହୋଇଥିବା ୪…

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ

କଟକ: ଆସନ୍ତାକାଲି (ମଙ୍ଗଳବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏକ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ରାଜ୍ୟ…

ଗଡ଼ସେ ପ୍ରସଙ୍ଗ: ଗିରଫ ହେବାରୁ ବର୍ତ୍ତିଲେ କମଲ ହାସନ, ମିଳିଲା ଆଗୁଆ ଜାମିନ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ ଏବଂ ସ୍ୱାଧୀନ ଭାରତର ପ୍ରଥମ “ଆତଙ୍କବାଦୀ” ଜଣେ “ହିନ୍ଦୁ” ବୋଲି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କହିଥିଲେ । ଯାହାକି ପରବର୍ତ୍ତୀ ସମୟରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ…

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ…