Latest Odisha News

BREAKING NEWS

ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର ୮୦ ବୁଥରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଥିବାବେଳେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ୬ଟି ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ୮୦ଟି ବୁଥରେ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଜଗତସିଂହପୁରର ୨୩ଟି ବୁଥ୍,…

ଓଡିଶାର ୬ ଲୋକସଭା ଓ ୪୧ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ସୋମବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯,୦୧,୦୭୯ ହୋଇଥିବା ବେଳେ ମହିଳା ଭୋଟରଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୯-୦୪-୨୦୧୯ ସୋମବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୯ ସୋମବାର ମେଷ ୧୬ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ମିଥୁନ ରାଶିର ଘାତ ବାର…

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ ସଂଦୀପ ସାହୁ ସାମ୍ବାଦିକ ଜୀବନରେ ନିର୍ବାଚନ ଏକ ବହୁ ପ୍ରତୀକ୍ଷିତ ଅବସର । ଗଣତନ୍ତ୍ରର ଏ ମହାନ ପର୍ବରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର ଏକ ମହାର୍ଘ ମୁହୂର୍ତ୍ତ । ନିଜର ସାମ୍ବାଦିକୀୟ ପରାକାଷ୍ଠା ଦେଖାଇବାର ଏକ ଅପୂର୍ବ ସୁଯୋଗ । ଅପର ପକ୍ଷରେ…

ଭଦ୍ରକରେ ବରିଷ୍ଠ କଂଗେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ

ଭଦ୍ରକ: ଭଦ୍ରକର ବନ୍ତଛକଠାରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ରବିବାର ଦିନ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ଜ୍ଞାନେନ୍ଦ୍ର ଦିନ ୧୧ଟା ସମୟରେ ବନ୍ତଛକଠାରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଏକ ହୋଟେଲକୁ ଯାଉଥିବା…

ବାଲେଶ୍ୱର ଲୋକସଭା ଆସନ: ତିନି ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ବାଲେଶ୍ୱର: ବାଲେଶ୍ୱରରେ କେବେବି ଏପରି ଜୋରଦାର ନିର୍ବାଚନ ପ୍ରଚାର ପୂର୍ବରୁ ହୋଇନଥିଲା । ସୋମବାର ଦିନ ବାଲେଶ୍ୱର ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି, ମତଦାନ କେନ୍ଦ୍ର ଯିବାବେଳେ ଭୋଟର୍ ନିଶ୍ଚିତ ରୂପେ ଏହି ରଙ୍ଗିନ ନିର୍ବାଚନ କଥା ମନେ ପକାଇବେ । ପ୍ରଧାନମନ୍ତ୍ରୀ…

ଜାଣନ୍ତୁ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କିଏ କେଉଁ ଆସନରେ ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶାରେ ୨୯ ତାରିଖରେ ଅନୁଷ୍ଠିତ ହେଉଥିବା ଚୂଡ଼ାନ୍ତ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ମୋଟ ୯୫,୧୪,୮୮୩ ଜଣ ଭୋଟର୍ । ସୋମବାର ଅନୁଷ୍ଠିତ ହେଉଥିବା ଏହି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଏବଂ ୪୧ଟି…

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୮-୦୪-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୮ ରବିବାର ମେଷ ୧୫ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ନବମୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ମେଷ ରାଶିର ଘାତ ବାର ସିଂହ…