ବାପା: ଏକ ଗ୍ରୀଷ୍ମଗୀତ
ବାପା: ଏକ ଗ୍ରୀଷ୍ମଗୀତ
ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର
ଖରାନାହିଁ ,ନାହିଁ ବର୍ଷା,
ଶୀତ କି ଶରତ,
ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ
ଦଦରା କୁମ୍ଭପକା ଗାମୁଛା ଖଣ୍ଡେ
ବିତିଲା ବସନ୍ତ ,
ଝାଳରେ ଲେସି ହୋଇ ଯାଇଥିବା
ରାମାନନ୍ଦି ତିଳକ ପରି
ଧରାର କପାଳ ,
ବାପାଙ୍କ କାନ୍ଧରେ ଝୁଲେ…