ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡରେ ଭସ୍ମିଭୁତ ହେଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ତହସିଲ ଅନ୍ତର୍ଗତ ତିରୁଖା ଗ୍ରାମରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନାଟି ପ୍ରାୟ ସମ୍ପୂର୍ଣ୍ଣ ରୂପେ ଭସ୍ମିଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ମଙ୍ଗଳବାର ରାତିରେ ଘଟିଥିବା ସୂଚନା ହସ୍ତଗତ ହୋଇଛି ।
ମିଳିଥିବା ସୂଚନା…