Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ରାଜ୍ୟର ପ୍ରାୟ ୮ ଜିଲ୍ଲାରେ ଦ୍ୱୀପ୍ରହର…

ଭୋଟଗ୍ରହଣ କେନ୍ଦ୍ରରେ ଓଡ଼ିଶାର ରଥୀ-ମହାରଥୀଙ୍କ ମତଦାନ…

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚାଲିଛି ୩ୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ଲାଗି ସକାଳୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ପ୍ରାୟ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ମାନେ ଉତ୍ସାହର ସହିତ ଭୋଟ୍ ଦେଉଥିବା ବେଳେ ଓଡ଼ିଶା ରାଜନୀତିର ହେଭିୱେଟ୍ ନିଜ ନିଜର ମତଦାନ…

‘ଟାଇମ୍‍ପାସ୍‍’ର ବିଶ୍ୱ ପୁସ୍ତକ ଦିବସ ପାଳନ : ୧୬ଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’…

ବିଜେପିରେ ମିଶିଲେ ସନ୍ନି ଦେଓଲ, ପଞ୍ଜାବରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ଅଭିନେତା…

ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ଗଲେ ଝାରପଡ଼ା ଜେଲ୍, ଏବେ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ସୋମବାର ଦିନ ରାତିରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ରବିବାର ଦିନ ରାତିରେ ପ୍ରଦୀପ ମହାରଥୀଙ୍କ…

ଭଦ୍ରକ ଓ ଯାଜପୁର ସମେତ ୪ଟି ଲୋକସଭା ଆସନରେ ନବୀନଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳେ ବାଲେଶ୍ୱରରେ ପହଞ୍ଚି ସେଠାରୁ ସିମୁଳିଆରେ ଆୟୋଜିତ ଏକ ଜନସଭାରେ ଉଦବୋଧନ୍…

ଆଜି କେନ୍ଦ୍ରାପଡା ଓ ବାଲେଶ୍ୱରରେ ମୋଦୀଙ୍କ ହାଇଭୋଲଟେଜ୍ ପ୍ରଚାର୍

ଭୁବନେଶ୍ୱର : ଏପ୍ରିଲ୍ ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ମୋଦୀ କେନ୍ଦ୍ରାପଡା ଓ ବାଲେଶ୍ୱରରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ…

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ମଙ୍ଗଳବାର ଦିନ ୩ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର କିଛି ବୁଥରେ ଥିବା ଇଭିଏମ୍ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ଆଜି ନିର୍ବାଚନ ଲାଗି ବହୁସଂଖ୍ୟାରେ ଭୋଟରମାନେ ଆସି ବୁଥକେନ୍ଦ୍ରରେ ପହଞ୍ଚି…

ଓଡିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪,୫୬,୭୨୯…