ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ
ଭୁବନେଶ୍ୱର : ସର୍ବସାଧାରଣଙ୍କ ଲାଗି ଆସନ୍ତା ଜାନୁଆରୀ ୬ ତାରିଖରୁ ୨୦ ତାରିଖ ଯାଏଁ ରାଜଭବନ ଉଦ୍ୟାନ ଖୋଲା ରହିବ ।
ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୪ ଟା ୩୦ ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ଏଥିସହିତ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲୋକମାନେ ରାଜଭବନ ଉଦ୍ୟାନ…