Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରେ ଛାଡ ହେବ ପାର୍କିଂ ଫି !

ନୂଆଦିଲ୍ଲୀ : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗାଡି ଗୁଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବ ନାହିଁ। ଏନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏଏଆଇ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଏସମ୍ପର୍କରେ ଗଣମାଧ୍ୟମକୁ ବିଶଦ…

ସୁନ୍ଦରଗଡ଼: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ରାସ୍ତା କଡ଼ରୁ ମିଳିଲା ଯୁବତୀଙ୍କ ଶବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ କସଡ଼ା ଛକ ନିକଟସ୍ଥ ରାସ୍ତାକଡ଼ରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ଶବ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ ମଧ୍ୟ ଶବ ଚିହ୍ନଟ ହୋଇପାରିନାହିଁ ।…

ରାଜଧାନୀରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସର ଫ୍ଲାଇଂ ସ୍କ୍ୱାର୍ଡ଼ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଅତର୍କିତ ଭାବେ ଚଢଉ କରାଯାଇ ରାଜଧାନୀରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇପାରିଛି । ଓଡ଼ିଶା ପୋଲିସ ଏହି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ…

ଭାରତର ବିଶାଳ ୫୮୬/୬ ସ୍କୋର, ପୂଜାରାଙ୍କ ପରେ ଋଷଭ କଲେ ଧୂଆଁଧାର ଶତକ

ସିଡ଼ନୀ: ସିଡ଼ନୀଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଆକର୍ଷଣୀୟ ୧୯୩ ରନ ପରେ ୱିକେଟ ରକ୍ଷକ ଋଷଭ ପନ୍ଥଙ୍କ ଶତକୀୟ ଇନିଂସ ଯୋଗୁଁ ଭାରତ ପ୍ରଥମ ଇନିଂସରେ ବିଶାଳ ୫୮୬/୬ ସ୍କୋର କରି ମଜବୁତ ସ୍ଥିତିରେ ରହିଛି । ଏହି ଐତିହାସିକ…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ମୋଦୀ ଜାନୁଆରୀ ୫ ତାରିଖ ବାରିପଦା ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨ ସପ୍ତାହ ମଧ୍ୟରେ ୨ୟ ଥର ଲାଗି ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ମୟୁରଭଞ୍ଜର ବାରିପଦାଠାରେ ଏକ ର‌୍ୟାଲିରେ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।…

ଜାନୁଆରୀ ୫ରେ କଡ୍ଡା ଟକ୍କର୍: ନବୀନଙ୍କ ପୁରୀ ଶୋ’କୁ ମୋଦୀଙ୍କ ବାରିପଦା ର‌୍ୟାଲି !

ଭୁବନେଶ୍ୱର : ଓଡିଶାରେ ଶାସକ ବିଜେଡି ଓ ବିଜେପି ୨ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଅଲଗା ସ୍ଥାନରୁ ଗୋଟିଏ ଦିନରେ ଅବତୀର୍ଣ୍ଣ ହେଉଥିବା ଯୋଗୁଁ ଲାଗୁଛି, ଏହି ଦୁଇଟି ଦଳ ନିର୍ବାଚନ ବିଗୁଲ ଆରମ୍ଭ କରିବାକୁ ଯାଉଛନ୍ତି । ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି…

ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି: ଅପରାଜିତା

ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ମହିଳା ସଶକ୍ତିକରଣରେ ବିଫଳତା ନେଇ ଓଡିଶା ସରକାରଙ୍କୁ ଗୁରୁବାର ଦିନ କଡା ସମାଲୋଚନା କରିଛନ୍ତି । “ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ଏହି ମହିଳା…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ…

ନିଜ ଜୀବନକୁ ବାଜି ଲଗାଇ ୧୦ଟି ଜୀବନ ବଞ୍ଚାଇଲେ ଦୁଇ ଭଉଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆ ଠାରେ ବୁଧବାର ରାତିରେ ଏକ ଦେଶୀ ଡ଼ଙ୍ଗା ଦୁର୍ଘଟଣା ଗସ୍ତ ହେବାରୁ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣି ୨ ଭଉଣୀ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ…