Latest Odisha News

BREAKING NEWS

ବରଗଡ଼ରେ ମାଓବାଦୀ କ୍ୟାମ୍ପ ବିଧ୍ୱସ୍ତ, ଗୁଳି ବିନିମୟରେ ୨ ନକ୍ସଲ ଆହତ

ସମ୍ବଲପୁର: ବରଗଡ଼ ଜିଲ୍ଲାରେ ନିରାପତ୍ତା ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବା ଯୋଗୁଁ ଏକ ମାଓବାଦୀ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ ହେବା ସହିତ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡ଼ିଭିଜନ କମିଟି ମୁଖ୍ୟ ରବିନ୍ଦ୍ର ସମେତ ୨ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା କଥା…

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ…

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ସ୍କୁଲ ଆଡମିସନ ଲାଗି ଆଧାର କାର୍ଡ ମାଗିବା କୋର୍ଟ ପ୍ରତି ଅବମାନନା: ୟୁଆଇଡିଏଆଇ

ନୂଆଦିଲ୍ଲୀ : ଏବେ ନର୍ସରୀ ସହିତ ଉଚ୍ଚ ଶ୍ରେଣୀରେ ଆଡମିସନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଚିହ୍ନଟ ଲାଗି ସ୍କୁଲ ଗୁଡିକ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଦ୍ୱାରା ଅଦାଲତର ଅବମାନନା…

କୋଟିଆ ଗାଁ ପରେ ଏବେ ମାଲକାନଗିରି ଉପରେ ଆନ୍ଧ୍ର ସରକାରଙ୍କ ନଜର

ମାଲକାନଗିରି : ଓଡିଶାର ସୀମାନ୍ତ ଗ୍ରାମ ଗୁଡିକୁ କରାୟତ କରିବାକୁ ଆନ୍ଧ୍ର ସରକାର ଏବେ ରଚିଛନ୍ତି ନୂଆ ଷଡଯନ୍ତ୍ର । ଓଡିଶାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟା ପଞ୍ଚାୟତରେ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଆରମ୍ଭ କରିବା ପରେ ଏବେ ଆନ୍ଧ୍ର ସରକାର ମାଲକାନଗିରି ଜିଲ୍ଲା…

୫ ଡିଗ୍ରୀ ତଳକୁ ଖସୁଛି ପାରଦ, ଜାନୁଆରୀ ୨ ଯାଏଁ ଓଡିଶାରେ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଜାନୁଆରୀ ୨ ଯାଏଁ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବୁଡଧବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଦେଶର ପୂର୍ବାଞ୍ଚଳରେ ତଥା ହିମାଳୟର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ତଥା ହିମ ପ୍ରବାହ ହେବା ଯୋଗୁଁ ଓଡିଶାରେ ଶୀତ ଲହରୀ…

‘ଜବାବ ମାଗୁଛି ଓଡ଼ିଶା’, ରାଜ୍ୟ ଲାଗି ଆର୍ଥୀକ ସ୍ୱାତନ୍ତ୍ର‌୍ୟତାର ଦାବି ରଖିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ରଠାରୁ ଆର୍ଥୀକ ସ୍ୱାତନ୍ତ୍ର‌୍ୟତା ମିଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । “ଆମେ କେନ୍ଦ୍ରଠାରୁ ନା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗୁଛୁ ନା କେନ୍ଦ୍ରୀୟ ସହାୟତା । ଓଡ଼ିଶାର ବିକାଶ ଓଡ଼ିଶାର ଜନସାଧାରଣଙ୍କ ଅର୍ଥରେ ହିଁ…

ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୭ରେ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ର ଉଦଘାଟନ କରିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୭ରେ ହେବାକୁ ଥିବା ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଉଦଘାଟନ କରିବେ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଡିସେମ୍ବର ୨୭ ତାରିଖ ଦିନ ଆରମ୍ଭ ହେବ ।…

ଶ୍ରୀମନ୍ଦିରରେ ନୂଆବର୍ଷରୁ ଟିକେଟ ଦର୍ଶନ ସହ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଦର ତାଲିକା ଓ ଦର୍ଶନ ନିମନ୍ତେ ଟିକେଟ ବ୍ୟବସ୍ଥା ନୂଆ ବର୍ଷରୁ ଲାଗୁ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ଦିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ…

ପୁରୀ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ

ପୁରୀ : ପୁରୀରେ ଜଣେ ଅପରାଧିଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତିକୁ ନେଇ ଆଜି ଟାଉନ ଥାନା ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି । ଆହତ ଅପରାଧି ଜଣଙ୍କର ବୁଧବାର ସକାଳୁ କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି । ଆହୁରି ମଧ୍ୟ ପୋଲିସ ଗିରଫ କରିଥିବା ଯୁବକମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ,…