ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଲାଗି ସମନ୍ୱୟ କମିଟି ଗଠିତ
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ରାଜ୍ୟରେ ୨ ବର୍ଷ ଧରି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ଏହାର ଏକ ସମନ୍ୱୟ ଉପ କମିଟି ଗଠନ କରାଯାଇଛି। ଏହି କମିଟି ୫ ଜଣ ବିଧାୟକଙ୍କ ସହ ମୋଟ ୭ ଜଣଙ୍କୁ ନେଇ …